Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଲିଭିବାର ନାଁ ଧରୁନି ଶିମିଳିପାଳ ନିଆଁ, ଆଜିବି ଜଳୁଛି ଜଙ୍ଗଲ

6/03/2021 at 7:51 AM

କରଞ୍ଜିଆ ୦୬।୦୩: ଆଜିବି ଜଳୁଛି ଶିମିଳିପାଳ । ଲିଭିବାର ନାଁ ଧରୁନି ଶିମିଳିପାଳ ନିଆଁ। ଶିମିଳିପାଳ ପୂର୍ବ ଓ ଉତ୍ତରରେ ନିଆଁ ଲିଭା କାର୍ଯ୍ୟ ଚାଲୁ ରହିଚି । ହେଲେ ନିଆଁ ନିୟନ୍ତ୍ରଣକୁ ଆସୁନି । ନିଆଁ ଲିଭାଇବାକୁ ବନବିଭାଗ ଓ ଅଗ୍ନିଶମ ବିଭାଗ ନାକେଦମ ହେଲେଣି ।

ଫରେଷ୍ଟ ସର୍ଭେ ଓଫ୍ ଇଣ୍ଡିଆର ସାଟେଲାଇଟ ରିପୋର୍ଟ ଅନୁଯାୟୀ ଜଶୀପୁର ବନ୍ୟପ୍ରାଣୀ କାର୍ଯ୍ୟାଳୟର ଗୁରୁଗୁଡ଼ିଆ, ବରେହିପାଣି, ତାଳବନ୍ଧ, କେନ୍ଦୁମୁଣ୍ଡି , ସାତକୋଶିଆ, ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ହୁତୁ ହୁତୁ ହୋଇ ନିଆଁ ଜଲୁଛି । ଆଜି ମଧ୍ୟ ୯୦ ରୁ ଅଧିକ ଜାଗାରେ ନିଆଁ ଲାଗିଛି, ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗର ୪ ଟି ଟିମ୍ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଛନ୍ତି।

ଏପଟେ Wildlife PCCF ଶଶୀ ପଲ ଶିମିଳିପାଳ ଯାଇ ସ୍ଥିତି ସମୀକ୍ଷା କରିବା ପରେ କହିଛନ୍ତି କେବଳ ବଫର ଏରିଆରେ ନିଆଁ ଲାଗିଛି ଏବଂ ନିଆଁ ନିୟନ୍ତ୍ରଣରେ ରହିଛି ।

   Related Posts