Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଶିମିଳିପାଳ ଅଭୟାରଣ୍ୟରେ ପୁଣି ଲାଗିଛି ନିଆଁ, ଆସିଲା ସାଟେଲାଇଟ୍‌ ରିପୋର୍ଟ

4/03/2021 at 10:11 AM

କରଞ୍ଜିଆ ୦୪।୦୩ : ଶିମିଳିପାଳ ଅଭୟାରଣ୍ୟରେ ପୁଣି ଲାଗିଛି ନିଆଁ । ଜଶୀପୁରରେ ଥିବା ଶିମିଳିପାଳ ଉତ୍ତର ଜୋନର ୮ ରେଞ୍ଜ ରୁ ୫ ଟି ରେଞ୍ଜରେ ଲାଗିଛି ନିଆଁ । ଗତକାଲି ରାତି ୧ଟା ପରେ ଆସିଥିବା ସାଟେଲାଇଟ ରିପୋର୍ଟ ଅନୁଯାୟୀ ୧୩ ଟି ସ୍ଥାନରେ ଲାଗିଛି ନିଆଁ । ତେବେ ନଅଣା, କେନ୍ଦୁମୁଣ୍ଡି ରେଞ୍ଜର ଦୁଇଟି ଲେଖାଏଁ ସ୍ଥାନରେ ନିଆଁ ଲାଗିଥିବା ବେଳେ ତାଳବନ୍ଧ, ଗୁରୁଗୁଡ଼ିଆ, ବରେହିପାଣି ରେଞ୍ଜର ତିନୋଟି ଲେଖାଏଁ ସ୍ଥାନରେ ନିଆଁ ଲାଗିଛି ।

   Related Posts