Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଜଳୁଛି ଅଧା ଜଙ୍ଗଲ, ବୌଦ୍ଧ ବନଖଣ୍ଡର ୯୨ହଜାର ହେକ୍ଟରରୁ ଅଧିକ ଅଞ୍ଚଳ ପ୍ରଭାବିତ

9/03/2021 at 11:21 AM

ବୌଦ୍ଧ ୦୯।୦୩: ରାଜ୍ୟର ଅଧା ଜଙ୍ଗଲ ଜଳୁଛି । ନିଆଁ ମୁହଁରେ ଓଡିଶାର ଅଧାରୁ ଅଧିକ ଜଙ୍ଗଲ । ରାଜ୍ୟର ପ୍ରାୟ ଅନେକ ଜଙ୍ଗଲରେ ନିଆଁ ଲାଗିଛି । ଏହିକ୍ରମରେ ବୌଦ୍ଧ ବନଖଣ୍ଡ ଅଧିନରେ ଥିବା ୫ରେଞ୍ଜରେ ୯୨ହଜାର ୪ଶହ ୭୭ହେକ୍ଟର ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି । ଯାହାକି ପ୍ରାୟ ୪୦ ପ୍ରତିଶତ ସ୍ଥାନରେ ନିଆଁ ଲାଗିଥିବା ବନବିଭାଗ ସାଟେଲାଇଟ୍‌ ମ୍ୟାପ୍‌ରେ ଦର୍ଶାଇଛି ।

ବନ ବିଭାଗ ତରଫରୁ ନିଆଁ ଲିଭାଇବା ପାଇଁ ଚେଷ୍ଟା ଜାରି ରଖିଛି। ବିଶେଷକରି ପୁରୁଣାକଟକ ରେଞ୍ଜ ଅନ୍ତର୍ଗତ ବାଙ୍କାର୍ଜୁନ ସଂରକ୍ଷିତ ଜଙ୍ଗଲ ହୁ ହୁ ହୋଇ ଜଳୁଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ମନୁଷ୍ୟକୃତ ହୋଇଥିଏ ବୋଲି ବନଖଣ୍ଡ ଅଧିକାରୀ ବିଭିନ୍ନ ସମୟରେ ପ୍ରତିକ୍ରିୟା ରଖିଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକୃତ ଘଟଣା ସାମ୍ନାକୁ ଆସିନାହିଁ ।

   Related Posts