ରାତିରେ ଓଡିଶାର ଅବଦୁଲ୍ କାଲାମ ଦ୍ୱୀପରୁ ଅଗ୍ନି -୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
16/11/2019 at 8:38 PM

ଭୁବନେଶ୍ୱର ୧୬।୧୧ – ଓଡିଶାର ଭଦ୍ରକରେ ଥିବା ଅବଦୁଲ କାଲାମ ଦ୍ୱୀପରୁ ଅଗ୍ନି-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଏହା ୨ ହଜାର କିଲୋମିଟ ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ । ଭାରତ ଷ୍ଟାର୍ଟେଜିକ୍ ଫୋର୍ସ କମାଣ୍ଡ ପକ୍ଷରୁ ଏହି ପରୀକ୍ଷଣ କରାଯାଇଛି ।

ରାତିରେ ସଫଳ ଭାବରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି ।

ଅଗ୍ନି-୨କୁ ଡିଆର୍ଡିଓ, ଭାରତ ଡାଇନାମିକସ୍ , ଓ ଅନ୍ୟ ଆଡ୍ଭାନସ୍ ସିଷ୍ଟମ ଲାବୋରେଟୋରୀ ଦ୍ୱାରା ସ୍ୱଦେଶୀ ଜ୍ଞାନ କୌଶଳରେ ଏହାକୁ ବିକାଶ କରାଯାଇଛି । ଅଗ୍ନି-୧ ୭ଶହ, ଅଗ୍ନି -୨ ୨ହଜାର, ଅଗ୍ନି -୩ ତିନି ହଜାର ଓ ଅଗ୍ନି ୪ ଓ ଅଗ୍ନି ୫ ୪ହଜାର ଓ ୫ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ ।
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021