Sunday, September 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆବାସିକ ବିଦ୍ୟାଳୟରେ ପୁଣି ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ମୋହାନା ୧୧।୯- ଗଜପତି ଜିଲ୍ଲା ମୋହନା ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏ ସମ୍ପର୍କରେ ସୂଚନା ମିଳିବା ପରେ ଛାତ୍ରୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା  । ଏହାପରେ ସେ ୫ରୁ ୬ ମାସ ଗର୍ଭବତୀ ଥିବା କଥା ଜଣା ପଡିଥିଲା ।

ଏହି ଖବର ମିଳିବା ପରେ ଘଟଣାସ୍ଥଳରେ ମୋହନା ବିଡିଓ, ଗଡପତି ଜିଲ୍ଲା ଡିଡବ୍ଲୁଓ  ଓ ମୋହନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

483 Views

   ସମ୍ବନ୍ଧିତ ଖବର