ଆବାସିକ ବିଦ୍ୟାଳୟରେ ପୁଣି ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

Published By : Prameya-News7 Bureau | September 11, 2019 IST

ମୋହାନା ୧୧।୯- ଗଜପତି ଜିଲ୍ଲା ମୋହନା ବାଳିକା ଉଚ୍ଚ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏ ସମ୍ପର୍କରେ ସୂଚନା ମିଳିବା ପରେ ଛାତ୍ରୀଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ଛାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା  । ଏହାପରେ ସେ ୫ରୁ ୬ ମାସ ଗର୍ଭବତୀ ଥିବା କଥା ଜଣା ପଡିଥିଲା ।

ଏହି ଖବର ମିଳିବା ପରେ ଘଟଣାସ୍ଥଳରେ ମୋହନା ବିଡିଓ, ଗଡପତି ଜିଲ୍ଲା ଡିଡବ୍ଲୁଓ  ଓ ମୋହନା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.