ଶାହିଦ କପୁର ହେଲେ ପୁଣିଥରେ ବାପା : ନାତିକୁ ଦେଖିବାକୁ ଆସିଲେନି ଦ୍ବିତୀୟ ଶାଶୁ
7/09/2018 at 5:03 PM

ମୁମ୍ବାଇ ୭/୯: ଶାହିଦ କପୁର ପୁଣିଥରେ ବାପା ହେବାର ସୈାଭାଗ୍ୟ ଲାଭ କରିଛନ୍ତି। ସେପ୍ଟେମ୍ବର ୫ତାରିଖରେ ମୀରା ରାଜପୁତ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ମୀରାଙ୍କ ମା’ ବେଲା ରାଜପୁତ,ଶାଶୂ ନିଳିମା ଅଜୀମ୍ ଏବଂ ଦିଅର ଈଶାନ୍ ଖଟ୍ଟର ନବଜାତଙ୍କୁ ଭେଟି ସାରିଛନ୍ତି। ଗତ ଗୁରୁବାର ସନ୍ଧ୍ୟାରେ ଶାହିଦ ପ୍ଲେ ସ୍କୁଲରୁ ଝିଅ ମିଶାଙ୍କୁ ତାଙ୍କ ଭାଇଙ୍କ ପାଖକୁ ନେଇଯାଇଥିଲେ। ପଙ୍କଜ କପୁର ମଧ୍ୟ ମୀରା ଏବଂ ନାତିଙ୍କୁ ଦେଖିବାକୁ ଯାଇଥିଲେ।
ଶାହିଦ ଏବଂ ମୀରାଙ୍କ ପୁଅକୁ ତାଙ୍କ ପରିବାରର ସମସ୍ତେ ଦେଖିବାକୁ ଆସୁଥିବାବେଳେ ତାଙ୍କ ଦ୍ବିତୀୟ ଶାଶୁ ଆସିନଥିଲେ।
Related Posts
ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
13 April 2021