ପୁଣି ବଢିଲା ସୁନା ଓ ରୂପାଦର, ଜାଣନ୍ତୁ ୧୦ ଗ୍ରାମକୁ ଦାମ କେତେ..

Published By : Prameya-News7 Bureau | August 26, 2019 IST

ଭୁବନେଶ୍ବର୨୬|୮: ୩୯ ହଜାର ଟପିଲା ସୁନାଦର । ଗଲା ସପ୍ତାହେ ଧରି ସୁନା ଦର ବଢ଼ିବାରେ ଲାଗିଛି । ସୋମବାର  ସୁନା ଦର ୧୦ଗ୍ରାମ ପ୍ରତି ୩୯ହଜାର ୧୯୬ ଟଙ୍କାରେ ପହଞ୍ଚିଛି । ସେହଭଳି ରୂପା ଦର ମଧ୍ୟ ବଢ଼ିଛି । କିଲୋଗ୍ରାମ ପ୍ରତି ୪୫ହଜାର ୫୮ଟଙ୍କା ରହିଛି ଦର ।

{"id":149228,"width":589,"height":859}

୨୦୧୬ ପରେ ଏହା ହେଉଛି ରୂପାର ସର୍ବାଧିକ ମୂଲ୍ୟ । ଆମେରିକା ଓ ଚୀନ୍‌ ମଧ୍ୟରେ ଲାଗିରହିଥିବା ବାଣିଜ୍ୟିକ ଯୁଦ୍ଧର ପ୍ରଭାବରେ ସୁନା ଓ ରୂପା ଦର ବୃଦ୍ଧି ପାଉଥିବା କହୁଛନ୍ତି ବିଶେଷଜ୍ଞ ।

{"id":149229,"width":591,"height":443}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.