Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ପାଣିପାଗ: ୨୩ ତାରିଖରୁ ପୁଣି ଲେଉଟିବ ଶୀତ

18/01/2019 at 9:12 PM

ଭୁବନେଶ୍ବର୧୮|୧: ବାଲାଂଦେଶ ଉପରେ ଏକ ଘୁର୍ଣ୍ଣିବଳୟ ରହିଛି । ଏହି ଘୂର୍ଣ୍ଣିବଳୟ ଉତ୍ତର ଦିଗରୁ ଆସୁଥିବା ପବନକୁ ରୋକୁଛି । ଏଥି ସହିତ ଦେଶର ମଧ୍ୟଭାଗରୁ ମଧ୍ୟ ପବନ ଆସୁଛି । ତେଣୁ ରାଜ୍ୟରେ ଟିକେ କମ୍ ଶୀତ ଅନୂଭବ ହେଉଛି । ତେବେ ଏହି ଭଳି ପାଗ ଆଉ ଦିନେ ଦୁଇଦିନ ପର୍ଯ୍ୟନ୍ତ ଲାଗି ରହିବ । କିନ୍ତୁ ୨୨- ୨୩ ତାରିଖଠୁ ପୁଣି ପାଗରେ ପରିବର୍ତ୍ତନ ହୋଇ ଶୀତ ଅନୁଭବ ହେବ । ତେବେ ଅଧିକାଂଶ ଷ୍ଟେସନରେ ଏବେ ପାରଦ କମ୍ ରେକର୍ଡ଼ କରାଯାଉଛି ବୋଲି ସୋଆ ଡ଼ିମଡ଼୍ ଟୁ ବି ୟୁନିଭରସିଟି ର ଜଳବାୟୁ ଓ ପାଣିପାଗ ବିଭାଗର ଏଚଓଡ଼ି ଶରତ ଚନ୍ଦ୍ର ସାହୁ କହିଛନ୍ତି ।

   Related Posts