ମଣିଷ ଶରୀରରେ ଅଦ୍‌ଭୂତ ଚୁମ୍ବକୀୟ ଶକ୍ତି, ଲାଗିଯାଉଛି ଷ୍ଟିଲ ଚାମଚ୍‌

Published By : Prameya-News7 Bureau | June 12, 2021 IST

ନୀଳଗିରି,୧୨/୬ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ମଲିଆଣି ଗ୍ରାମର ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟକର ଘଟଣା । କୋଭିଡ଼ ଟିକା ନେବା ପରେ ମଣିଷ ଦେହରେ ସୃଷ୍ଟି ହୋଇଛି ଚୁମ୍ବକୀୟ ଶକ୍ତି । ଦେହରେ ଲାଗିରହୁଛି ଷ୍ଟିଲ ଚାମଚ୍‌ । ସୂଚନାଯୋଗ୍ୟ ଜାମୁଡିହା ଗ୍ରାମର ରାଜେନ୍ଦ୍ର ମହାପାତ୍ର ଓ ତାଙ୍କ ଭଉଣୀ ସଂଯୁକ୍ତା ଓ ଅଙ୍ଗନବାଡି କର୍ମୀ ସବିତା ସମେତ ୪ ଜଣଙ୍କ ଦେହରେ ଲାଗିରହୁଛି ଷ୍ଟିଲ ସାମଗ୍ରୀ ଚାମଚ୍‌ ।

wp:html /wp:html

ଏଭଳି ଘଟଣା ପ୍ରଚାର ପରେ ଦେଖିବାକୁ ଲୋକଙ୍କ ସୁଅ ଛୁଟିଛି । ପ୍ରଶାସନ ଘଟଣାର ତଦନ୍ତ କରିବା ଜରୁରୀ ବୋଲି କୁହାଯାଇଛି । ତେବେ ଭାକସିନ ନେବା ପରେ ଏଭଳି ଘଟଣା ଘଟିବା ପରେ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । କେବଳ ରାଜ୍ୟରେ ନୁହେଁ ଦେଶର ଅନେକ ସ୍ଥାନରେ ଏଭଳି ଘଟଣା ଘଟୁଥିବା ନଜର ଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.