Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ମଣିଷ ଶରୀରରେ ଅଦ୍‌ଭୂତ ଚୁମ୍ବକୀୟ ଶକ୍ତି, ଲାଗିଯାଉଛି ଷ୍ଟିଲ ଚାମଚ୍‌

12/06/2021 at 2:14 PM

ନୀଳଗିରି,୧୨/୬ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ମଲିଆଣି ଗ୍ରାମର ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟକର ଘଟଣା । କୋଭିଡ଼ ଟିକା ନେବା ପରେ ମଣିଷ ଦେହରେ ସୃଷ୍ଟି ହୋଇଛି ଚୁମ୍ବକୀୟ ଶକ୍ତି । ଦେହରେ ଲାଗିରହୁଛି ଷ୍ଟିଲ ଚାମଚ୍‌ । ସୂଚନାଯୋଗ୍ୟ ଜାମୁଡିହା ଗ୍ରାମର ରାଜେନ୍ଦ୍ର ମହାପାତ୍ର ଓ ତାଙ୍କ ଭଉଣୀ ସଂଯୁକ୍ତା ଓ ଅଙ୍ଗନବାଡି କର୍ମୀ ସବିତା ସମେତ ୪ ଜଣଙ୍କ ଦେହରେ ଲାଗିରହୁଛି ଷ୍ଟିଲ ସାମଗ୍ରୀ ଚାମଚ୍‌ ।

ଏଭଳି ଘଟଣା ପ୍ରଚାର ପରେ ଦେଖିବାକୁ ଲୋକଙ୍କ ସୁଅ ଛୁଟିଛି । ପ୍ରଶାସନ ଘଟଣାର ତଦନ୍ତ କରିବା ଜରୁରୀ ବୋଲି କୁହାଯାଇଛି । ତେବେ ଭାକସିନ ନେବା ପରେ ଏଭଳି ଘଟଣା ଘଟିବା ପରେ ଅଞ୍ଚଳବାସୀ ଭୟଭୀତ ହୋଇପଡିଛନ୍ତି । କେବଳ ରାଜ୍ୟରେ ନୁହେଁ ଦେଶର ଅନେକ ସ୍ଥାନରେ ଏଭଳି ଘଟଣା ଘଟୁଥିବା ନଜର ଆସୁଛି ।

   Related Posts