Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

IPL ସସପେଣ୍ଡ ପରେ ଚିନ୍ତାରେ ଓ୍ୱାର୍ଣ୍ଣରଙ୍କ ପରିବାର : ବାପାଙ୍କ ପାଇଁ ଇମୋସନାଲ ପୋଷ୍ଟ କଲେ ଝିଅ

5/05/2021 at 9:35 AM

ନୂଆଦିଲ୍ଲୀ ୫/୫ : IPLରେ କିଛି ଖେଳାଳୀ କରୋନା ସଂକ୍ରମିତ ହେବା ପରେ ଚଳିତ ୨୦୨୧ ସିଜିନକୁ ସ୍ଥଗିତ ରଖାଯାଇଛି । ତେବେ ଏବେ ନୂଆ ସମସ୍ୟ ମୁଣ୍ଡ ଟେକିଛି ଯେ, ଖେଳାଳୀମାନେ ଘରକୁ କିପରି ଫେରିବେ । ଏସବୁଦେଖି ସେମାନଙ୍କ ପରିବାର ଲୋକୋ ଚିନ୍ତାରେ ପଡିଯାଇଛନ୍ତି । ତେବେ ସନରାଇଜର୍ସ ହାଇଦ୍ରାବଦର ଖେଳାଳୀ ଡେଭିଡ ଓ୍ୱାର୍ଣ୍ଣରଙ୍କୁ ତାଙ୍କ ଝିଅମାନେ ବହୁତ ମିସ କରୁଛନ୍ତି ।

ସୋସିଆଲ ମିଡିଆରେ ସେୟାର କରିଛନ୍ତି ଇମୋସନାଲ ପୋଷ୍ଟ । ଘରକୁ ଶୀଘ୍ର ଫେରିଆସିବାକୁ ସେ ନିବେଦନ କରିଛନ୍ତି । ଅଷ୍ଟ୍ରେଲିଆର ଓପନର ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି । ତାଙ୍କର ୩ ପିଲା ଓ ପତ୍ନୀ ଉତ୍ସାହର ସହ ଘରକୁ ଫେରିବାକୁ ଅନାଇ ବସିଛନ୍ତି । ଝିଅମାନେ ଚିତ୍ର କରି ଲେଖିଛନ୍ତି, ଘରକୁ ଫେରିଆସ ପାପା ଆମେ ତମକୁ ବହୁତ ମିସ କରୁଛୁ ।

   Related Posts