Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ସଟଡାଉନ୍ ପରେ ବି କଟକଣା: ଟ୍ବିଟ୍ କରି ସୂଚନା ଦେଲେ ଭଦ୍ରକ ଜିଲ୍ଲାପାଳ

5/04/2020 at 2:24 PM

ଭଦ୍ରକ୫/୪: ରାତି ୮ଟା ପରେ ସରିବ ସଟଡାଉନ। କିଛି ସମୟ ପରେ ଭଦ୍ରକ, କଟକ ଏବଂ ଭୁବନେଶ୍ବରରେ ଲାଗି ରହିଥିବା ୪୮ ଘଣ୍ଟିଆ କଟକଣା ଶେଷ ହେବ। ସଟଡାଉନ କଟଣା ଉଠିବା ପରେ ଭଦ୍ରକ ସହରରେ ରାତି ୮ଟାରୁ ୧୦ ପର୍ଯ୍ୟନ୍ତ ଦୋକାନ-ବଜାର ଖୋଲା ରହିବ। କ୍ଷୀର, ଗ୍ଲୋସରୀ ଏବଂ ଅତ୍ୟାବଶ୍ୟକୀୟ ଦୋକାନ ଗୁଡିକ ଖୋଲା ରହିବ ବୋଲି ଜିଲ୍ଲାପାଳ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

ଭଦ୍ରକ ଜିଲ୍ଲାରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାବାସୀ ଭୟଭୀତ ହୋଇ ପଡିଛନ୍ତି। ତେଣୁ ଭଦ୍ରକ ସହରରେ କୋକୁୟା ଭୟ ସୃଷ୍ଟି ହୋଇଛି। ତେଣୁ ଜିଲ୍ଳା ପ୍ରଶାସନ କରୋନା ସଂକ୍ରମଣ କିପରି ଅଧିକ ନ ବ୍ୟାପିବ ତେଣୁ ସେଥିପ୍ରତି ଯତ୍ନବାନ ହୋଇଛନ୍ତି।

   Related Posts