ଓଲା ଏବଂ ଉବେର ପରେ ଏବେ ରାଜଧାନୀରେ ଆରମ୍ଭ ହେଲା ହ୍ୟାଲୋ କ୍ୟାବ୍ସ: କେବଳ ଆପ୍ ନୁହେଁ ଫୋନ୍ କଲରେ ମଧ୍ୟ କରିହେବ ବୁକିଂ

Published By : Prameya-News7 Bureau | May 29, 2019 IST

ଭୁବନେଶ୍ବର୨୯|୫; ଭୁବନେଶ୍ବରରେ ପୁଣି ଥରେ ଆଉ ଏକ ଅନ ଲାଇନ ଗାଡି ସେବା ଆରମ୍ଭ ହୋଇସାରିଛି । ହେଲୋ କ୍ୟାବ୍ସ ସର୍ଭିସେସେ ପ୍ରାଇଭେଟ ଲିମି​ଟେଡ ପକ୍ଷରୁ ଓଡିଶା ରେ ଆରମ୍ଭ ହୋଇଛି କ୍ୟାବ । ଏଥିପାଇଁ ଆଜି ଭୁବନେଶ୍ବରରେ କମ୍ପାନୀ ପକ୍ଷରୁ ଏହାର ମେ।ବାଇଲ  ଆପ ଉନ୍ମୋଚନ ହୋଇଛି  । ହେଲୋ କ୍ୟାବସ ପକ୍ଷରୁ ଲେ।କଙ୍କୁ ସମ୍ପୁର୍ଣ୍ଣ କ୍ୟାବର ସୁବିଧା ଯୋଗାଇ ଦେବା ପାଇଁ ଚେଷ୍ଟା କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।ଏହା  ପିକ ଅପ ଓ ଡ୍ରପ ସୁବିଧା ସହ ରେଣ୍ଟାଲ ଏବଂ ରାଇଡ ସେୟାରୀଂ ସେବା ପ୍ରଦାନ କରିବ । କମ୍ପାନୀ  ସବୁ ବୟସ  ବର୍ଗର ଲେ।କଙ୍କୁ ସେବା ଯୋଗାଇଦେବ । ଏହା ଉଭୟ କାର ଏବଂ  ଅଟୋ ଜରିଆରେ ସେବା ଦେବା ପାଇଁ ସ୍ଥିର କରିଛି ।

ଏହା କେବଳ ଆପ୍‌ ଡାଉନ ଲେ । ଡ ମାଧ୍ୟମରେ  ନୁହେଁ,  ବରଂ ଏସ ଏମଏସ , ଫୋନ ଓ ଇ ମେଲ ମାଧ୍ୟ ମ ରେ ମଧ୍ୟ ବୁକିଂ କରାଯାଇପାରିବ ।  କମ୍ପାନୀର ଲେ।ଗୋ ​ ଏବଂ​ ୱେବସାଇଟ  ମଧ୍ୟ ଉନ୍ମେ।ଚନ କରାଯାଇଛି ।ଏହା ସହ ପ୍ରଥମ ଥର ପାଇଁ ଟୋଲ ଫ୍ରି ନମ୍ବର ରେ ମଧ୍ୟ୍ କ୍ୟାବ ବୁକିଂ କରାଯାଇପାରିବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର କଟକ ପୁରୀ  ଓ ଖେ।ର୍ଦ୍ଧା ରେ ଏହି ସେବା ଯେ।ଗାଇ ଦିଆଯାଇଛି । ତେବେ କମ୍ପାନୀର ଲକ୍ଷ୍ୟ ଗେ।ଟିଏ ବର୍ଷ ମଧ୍ୟ ରେ ୧୦ ହଜାର ୟୁଜର୍ସ ଙ୍କୁ ହ୍ୟାଲୋ କ୍ୟାବ ସହ ଯେ।ଡିବାକୁ ଯୋଜନା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.