Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||
  • ବୌଦ୍ଧ : ହାଇଓ୍ୱାକୁ ପଛ ପଟୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
  • ||
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||

ଓଲା ଏବଂ ଉବେର ପରେ ଏବେ ରାଜଧାନୀରେ ଆରମ୍ଭ ହେଲା ହ୍ୟାଲୋ କ୍ୟାବ୍ସ: କେବଳ ଆପ୍ ନୁହେଁ ଫୋନ୍ କଲରେ ମଧ୍ୟ କରିହେବ ବୁକିଂ

29/05/2019 at 4:46 PM

ଭୁବନେଶ୍ବର୨୯|୫; ଭୁବନେଶ୍ବରରେ ପୁଣି ଥରେ ଆଉ ଏକ ଅନ ଲାଇନ ଗାଡି ସେବା ଆରମ୍ଭ ହୋଇସାରିଛି । ହେଲୋ କ୍ୟାବ୍ସ ସର୍ଭିସେସେ ପ୍ରାଇଭେଟ ଲିମି​ଟେଡ ପକ୍ଷରୁ ଓଡିଶା ରେ ଆରମ୍ଭ ହୋଇଛି କ୍ୟାବ । ଏଥିପାଇଁ ଆଜି ଭୁବନେଶ୍ବରରେ କମ୍ପାନୀ ପକ୍ଷରୁ ଏହାର ମେ।ବାଇଲ  ଆପ ଉନ୍ମୋଚନ ହୋଇଛି  । ହେଲୋ କ୍ୟାବସ ପକ୍ଷରୁ ଲେ।କଙ୍କୁ ସମ୍ପୁର୍ଣ୍ଣ କ୍ୟାବର ସୁବିଧା ଯୋଗାଇ ଦେବା ପାଇଁ ଚେଷ୍ଟା କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।ଏହା  ପିକ ଅପ ଓ ଡ୍ରପ ସୁବିଧା ସହ ରେଣ୍ଟାଲ ଏବଂ ରାଇଡ ସେୟାରୀଂ ସେବା ପ୍ରଦାନ କରିବ । କମ୍ପାନୀ  ସବୁ ବୟସ  ବର୍ଗର ଲେ।କଙ୍କୁ ସେବା ଯୋଗାଇଦେବ । ଏହା ଉଭୟ କାର ଏବଂ  ଅଟୋ ଜରିଆରେ ସେବା ଦେବା ପାଇଁ ସ୍ଥିର କରିଛି ।

ଏହା କେବଳ ଆପ୍‌ ଡାଉନ ଲେ । ଡ ମାଧ୍ୟମରେ  ନୁହେଁ,  ବରଂ ଏସ ଏମଏସ , ଫୋନ ଓ ଇ ମେଲ ମାଧ୍ୟ ମ ରେ ମଧ୍ୟ ବୁକିଂ କରାଯାଇପାରିବ ।  କମ୍ପାନୀର ଲେ।ଗୋ ​ ଏବଂ​ ୱେବସାଇଟ  ମଧ୍ୟ ଉନ୍ମେ।ଚନ କରାଯାଇଛି ।ଏହା ସହ ପ୍ରଥମ ଥର ପାଇଁ ଟୋଲ ଫ୍ରି ନମ୍ବର ରେ ମଧ୍ୟ୍ କ୍ୟାବ ବୁକିଂ କରାଯାଇପାରିବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର କଟକ ପୁରୀ  ଓ ଖେ।ର୍ଦ୍ଧା ରେ ଏହି ସେବା ଯେ।ଗାଇ ଦିଆଯାଇଛି । ତେବେ କମ୍ପାନୀର ଲକ୍ଷ୍ୟ ଗେ।ଟିଏ ବର୍ଷ ମଧ୍ୟ ରେ ୧୦ ହଜାର ୟୁଜର୍ସ ଙ୍କୁ ହ୍ୟାଲୋ କ୍ୟାବ ସହ ଯେ।ଡିବାକୁ ଯୋଜନା କରାଯାଇଛି ।

   Related Posts