ମୋଦି ଗଲା ପରେ... : 9pm discussion on 25th Dec 2018

Published By : Prameya-News7 Bureau | December 25, 2018 IST

wp:core-embed/youtube {"url":"https://www.youtube.com/watch?v=PcdTbxKY_V8","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=PcdTbxKY_V8
/wp:core-embed/youtube

ଆଜିର ବିତର୍କ- ମୋଦି ଗଲା ପରେ...

ମୋଦି ଆସିଲେ ,ଗଲେ । କିନ୍ତୁ ମୋଦି ଗଲା ପରେ ଗତଥର ଭଳି ଏଥର ଚର୍ଚ୍ଚା ଭିନ୍ନ । ମୋଦି ସିଧା ସଳଖ ନବୀନଙ୍କୁ ସମାଲୋଚନା କାହିଁକି କଲେନି , ତାକୁ ନେଇ ରାଜ୍ୟ ରାଜନୀତିରେ ଅନେକ ବିତର୍କ । କଣ ମୋଦି- ନବୀନଙ୍କର ଭିତରେ ଭିତରେ କୋଳାକୋଳି ଚାଲିଛି କି ? ଏଭଳି ପ୍ରଶ୍ନକୁ ନେଇ ରାଜନୈତିକ ମହଲରେ କେତେକଣ ଚର୍ଚ୍ଚା ଲାଗି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.