Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବା ପରେ ସୋଆ ଆଇବିସିଏସ୍ କ୍ୟାମ୍ପସରେ ଲାଗିଥିଲା ଛାତ୍ରଛାତ୍ରୀଙ୍କ ଭିଡ଼

21/05/2019 at 4:51 PM

ଭୁବନେଶ୍ବର ୨୧|୫: ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇବା ପରେ ସୋଆ ଆଇବିସିଏସ୍‌ କ୍ୟାମ୍ପସରେ ଲାଗିଥିଲା ଛାତ୍ରଛାତ୍ରୀଙ୍କ ଭିଡ଼ । ଏଠାରେ ଥିବା ପ୍ଲସ ଟୁ କଲେଜର କମ୍ପ୍ୟୁଟର ଭବନରେ ପିଲାମାନେ ନିଜ ନିଜର ରେଜଲ୍ଟ ଜାଣିବାକୁ ପହଞ୍ଚିଥିଲେ ।

ସେହିଭଳି ବରମୁଣ୍ଡା ସରସ୍ବତୀ ଶିଶୁମନ୍ଦିର ସ୍କୁଲ ପ୍ରାଙ୍ଗଣରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଭିତରେ ଦେଖିବାକୁ ମିଳିଥିଲା ଅପୂର୍ବ ଉତ୍ସାହ ।

ମାଟ୍ରିକ୍‌ ରେଜଲ୍ଟ ବାହାରିବା ପରେ ଇଏ ଥିଲା ସୋଆ ଆଇବିସିଏସ୍‌ କ୍ୟାମ୍ପସର ଚିତ୍ର । ଯେଉଁଠି ପ୍ଲସ ଟୁ କଲେଜର କମ୍ପ୍ୟୁଟର ଭବନରେ ପିଲାମାନେ ନିଜ ନିଜର ରେଜଲ୍ଟ ଜାଣିବାକୁ ବେଶ୍‌ ଉତ୍କଣ୍ଠାର ସହ ଭିଡ଼ ଜମାଇଥିଲେ । ଆଉ ରେଜଲ୍ଟ ଜାଣିବା ପରେ ପରସ୍ପରକୁ ମିଠା ଖୁଆଇ ଖୁସି ଜାହିର କରିଥିଲେ ଛାତ୍ରଛାତ୍ରୀ ।

ଆଉ ଇଏ ଥିଲା ବରମୁଣ୍ଡା ସରସ୍ବତୀ ଶିଶୁ ମନ୍ଦିର ସ୍କୁଲ ପରିସରର ଚିତ୍ର । ଯେଉଁଠି ଛାତ୍ରଙ୍କ ଅପେକ୍ଷା ଛାତ୍ରୀଙ୍କ ପାସ୍‌ ହାର ଅଧିକ ରହିଥିଲା । ବିଦ୍ୟାଳୟର ଅଧିକାଂଶ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।

ଏଥର ମାଟ୍ରିକ୍ପରୀକ୍ଷାରେ ଝିଅଙ୍କ ପାସ୍ହାର ଅଧିକ ରହିଛି୨ଲକ୍ଷ ୫ହଜାର ୪୭୦ଜଣ ଝିଅ ପାସ କରିଥିବା ବେଳେ ୧ଲକ୍ଷ ୯୧ ହଜାର ୬୫୫ ଜଣ ପୁଅ ପାସ୍କରିଛନ୍ତି

   Related Posts