ଆନ୍ଧ୍ର ମାଛକୁ ନେଇ ବଢୁଛି ଚିନ୍ତା ; ପରୀକ୍ଷାଗାରକୁ ପଠାଯିବ ଓଡିଶା ଆସୁଥିବା ଆନ୍ଧ୍ର ମାଛ

Published By : Prameya-News7 Bureau | July 12, 2018 IST

ଆସାମରେ ଆନ୍ଧ୍ର ମାଛର ଆମଦାନୀ ଓ ବିକ୍ରିକୁ ନିଷିଦ୍ଧ ଘୋଷଣା ପରେ ଓଡିଶା ସରକାର ଗଠନ କଲେ ବିଶେଷଜ୍ଞ ଦଳ | ବିଶେଷଜ୍ଞ ଦଳରେ ରିପୋର୍ଟ ପରେ ଓଡିଶାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଲେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.