Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

୭୫ବର୍ଷ ପରେ ମହା ସଂଯୋଗରେ ବୁଧ ମହାଗ୍ରହ, ବଦଳିବ ଏହି ସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ

8/10/2019 at 12:35 PM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୭୫ବର୍ଷ ପରେ ବୁଧ ମହାଗ୍ରହର ମହାସଂଯୋଗ ଆରମ୍ଭ ହେବାକୁ ଯାଉଛି । ଯାହାର ସୁପ୍ରଭାବ କିଛି ରାଶି ଉପରେ ପଡିବ ବୋଲି ଜ୍ୟୋତିଷ ଶାସ୍ତ୍ର କହୁଛି । ତେବେ ଏହାର ପ୍ରଭାବରେ କିଛି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧିରେ ଭରିଯିବ । ପ୍ରେମ ଏବଂ ଅର୍ଥ ଉର୍ପାଜନରେ ମଧ୍ୟ ଏହି ରାଶିର ବ୍ୟକ୍ତିମାନେ ଲାଭବାନ୍ ହେବ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶି ଉପରେ ଏହାର ସୁପ୍ରଭାବ ପଡିବ ଏବଂ କଣ ଲାଇ ପାଇବେ ଏହି ରାଶିର ବ୍ୟକ୍ତି ।

କର୍କଟ ଏବଂ ଧନୁ ରାଶି :

୭୫ବର୍ଷ ପରେ ବୁଧ ମହାଗ୍ରହ ମହାସଂଯୋଗ । ଯାହା ଫଳରେ କର୍କଟ ଏବଂ ଧନୁ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ସୁଖ ଶାନ୍ତି ଭରିଯିବ । ଏହି ରାଶିର ବ୍ୟକ୍ତିଙ୍କ ଜୀବନ ଉଜ୍ଜ୍ବଳମୟ ହେବ । ଏହି ରାଶିର ବ୍ୟକ୍ତି ସବୁ କ୍ଷେତ୍ରରେ ସଫଳତା ପାଇବେ । ଏମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ । ଏହି ବ୍ୟକ୍ତିମାନଙ୍କର ଆର୍ଥିକ ସ୍ଥିତି ସୁଧୁରିଯିବ । ଏମାନେ ଦାରିଦ୍ର୍ୟରୁ ମୁକ୍ତି ପାଇବେ । ଏହି ରାଶିର ବ୍ୟକ୍ତିମାନେ ଗଣେଶଙ୍କ ଉପାସନା କରିବା ଉଚିତ୍ ।

କନ୍ୟା ଏବଂ ତୁଳା ରାଶି :

ଯେଉଁମାନଙ୍କର କନ୍ୟା ଏବଂ ତୁଳା ରାଶି ସେମାନେ ଏହି ବୁଧ ମହାସଂଯୋଗ ପାଇଁ ଲାଭପ୍ରଦ ହୋଇପାରିବେ । ସେମାନଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ । ଏହି ରାଶିର ବ୍ୟକ୍ତି କରଜରୁ ମୁକ୍ତି ପାଇପାରିବେ । ଏମାନେ ଦାରିଦ୍ର୍ୟରୁ ମୁକ୍ତି ପାଇପାରିବେ । ବ୍ୟବସାୟରେ ଏମାନେ ଲାଭବାନ୍ ହେବେ । ଏମାନଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧିର ଆଗମନ ହେବ । ଏହି ରାଶିର ବ୍ୟକ୍ତି ଗଣେଶଙ୍କ ଆରାଧନା କରିବା ଉଚିତ୍ ।

କୁମ୍ଭ ଏବଂ ବୃଷ ରାଶି :

ଏହି ବୁଧ ମହାସଂଯୋଗ କୁମ୍ଭ ଏବଂ ବୃଷ ରାଶିର ବ୍ୟକ୍ତିଙ୍କ ଜୀବନକୁ ସୁଖ ସମୃଦ୍ଧିରେ ଭରିଦେବ । ଏହି ରାଶିର ବ୍ୟକ୍ତିମାନଙ୍କର ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ । ଏମାନଙ୍କୁ ସଚ୍ଚୋଟ ପ୍ରେମ ମିଳିପାରେ । ଏମାନଙ୍କ ଜୀବନରେ ଦୁଃଖ କଷ୍ଟ ରହିବ ନାହିଁ । ଏହି ସମୟ ସମସ୍ତ ଶୁଭ କାର୍ଯ୍ୟ ପାଇଁ ଉତ୍କୃଷ୍ଟ ଅଟେ । ଏହି ରାଶିର ବ୍ୟକ୍ତି ଗଣେଶଙ୍କ ଦର୍ଶନ କରିବା ଉଚିତ୍ ।

   Related Posts