Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

୬୦ବର୍ଷ ପରେ ହେଉଛି ସବୁଠୁ ବଡ଼ ମହାସଂଯୋଗ : ଦୀପାବଳି ପୂର୍ବରୁ ଏହି ୪ଟି ରାଶିର ବ୍ୟକ୍ତିଙ୍କ ଖୋଲିଯିବ ଭାଗ୍ୟ

9/10/2019 at 12:11 PM

ଆଜି ଆମେ ଆପଣଙ୍କୁ କହିବା ସେହି ରାଶିର ବ୍ୟକ୍ତିଙ୍କ ବିଷୟରେ ଯେଉଁମାନଙ୍କର ଦୀପାବଳି ପୂର୍ବରୁ ଭାଗ୍ୟ ଖୋଲିଯିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତୁ ଜାଣିବା ସେହି ୪ଟି ରାଶିର ବ୍ୟକ୍ତିଙ୍କ ବିଷୟରେ ଯେଉଁମାନଙ୍କ ଜାତକରେ ୬୦ବର୍ଷ ପରେ ସବୁଠୁ ବଡ଼ ମହାସଂଯୋଗ ହେଉଛି। ଏହି ରାଶିର ଜାତକ ଉପରେ ଭଗବାନ ଶିବ ଅତ୍ୟନ୍ତ ପ୍ରସନ୍ନ ହେବେ।

 ଆପଣ ସମସ୍ତେ ଜାଣିଥିବେ ଯେ ଦୀପାବଳି ଭାରତର ସବୁଠୁ ବଡ଼ ପର୍ବ ଯାହା ବଡ଼ ଆନନ୍ଦଉଲ୍ଲାସ ସହକାରେ ପାଳନ କରାଯାଇଥାଏ। ଏହି ୪ଟି ରାଶିର ବ୍ୟକ୍ତିଙ୍କ ଦୀପାବଳୀ ପୂର୍ବରୁ ଭାଗ୍ୟ ଖୋଲିଯିବ। ଭଗବାନ ଶିବଙ୍କ କୃପାରେ ଏମାନଙ୍କ ଭାଗ୍ୟ ଦୀପାବଳି ପୂର୍ବରୁ ଖୋଲିଯିବ।

ଦୀପାବଳି ଆରମ୍ଭ ହେବା ପୂର୍ବରୁ ଆପଣଙ୍କ ଅଟକିଥିବା କାର୍ଯ୍ୟ ଖୁବ ଶୀଘ୍ର ସମାପ୍ତ ହେବ। ଘରେ ବିଭିନ୍ନ ପ୍ରକାରର ଖୁସିର ଖବର ମିଳିବ। କୌଣସି ନୂଆ ଭାଗିଦାରୀ ବ୍ୟବସାୟରେ ପ୍ରବେଶ କରିବେ। ଆର୍ଥିକ ଉନ୍ନତି ପାଇଁ ନୂତନ ଯୋଜନା କରିବେ। କାର୍ଯ୍ୟପ୍ରଣାଳୀରେ ସୁଧାର ଆସିବ। କେଯକୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ। କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହ ଆପଣଙ୍କ ସମ୍ପର୍କ ସ୍ଥାପିତ ହୋଇପାରେ। ଯଦି ଆପଣ କୌଣସି ନୂଆ କାର୍ଯ୍ୟ ପାଇଁ ବିଦେଶକୁ ଯିବାକୁ ଚାହୁଁଛନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇପାରେ।

ଆପଣଙ୍କ ଘରେ କୌଣସି ନୂଆ ଅତିଥି ଆସିବାର ଯୋଗ ରହିଛି। ଯେଉଁଥିପାଇଁ ଆପଣଙ୍କ ଘରେ ଆନନ୍ଦର ଲହରୀ ଖେଳିଯିବ। ଆପଣଙ୍କ ଜୀବନରୁ ସମସ୍ତ ଦୁଃଖକଷ୍ଟ ଦୂର ହୋଇଯିବ। ପିଲାଙ୍କର ଉନ୍ନତିରେ ଆପଣ ଗର୍ବ ଅନୁଭବ କରିବେ। ଘରୋଇ ଜୀବନରେ ଚାଲିଥିବା ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତି ପାଇବେ। ଆପଣ ନିଜ ଶତ୍ରୃଙ୍କଠୁ ବିଜୟ ହାସଲ କରିବେ। ଆୟର ନୂଆ ସ୍ରୋତ ମିଳିବ। ରୋଜଗାରରେ ବୃଦ୍ଧି ହେବ। ହଠାତ୍ ଧନପ୍ରାପ୍ତି ହେବ। ଛାତ୍ରଛାତ୍ରୀମାନେ ପାଠପଢ଼ା ପ୍ରତି ଆଗ୍ରହୀ ହେବେ। ଆପଣଙ୍କ ନୂଆ ପ୍ରଚେଷ୍ଟା ସଫଳ ହେବ। ଏହି ଭାଗ୍ୟଶାଳୀ ରାଶିଗୁଡ଼ିକ ହେଲେ ମେଷ,ମିଥୁନ,ତୁଳା ଏବଂ କର୍କଟ।

   Related Posts