କର୍କଟ, ମୀନ, ମକର-
ଦିପାବଳୀର ଗୋଟେ ଦିନ ପୂର୍ବରୁ ଏଥର ରାଜଯୋଗ ହେବ। ଏହା ଦ୍ବାରା ୬ଟି ରାଶିର ଲୋକଙ୍କ ଭାଗ୍ୟ ବଦଳିବ। ମାଆ ଲକ୍ଷ୍ମୀଙ୍କ କୃପା କର୍କଟ, ମୀନ ଓ ମକର ରାଶିର ଲୋକଙ୍କ ଉପରେ ରହିବ। ପ୍ରତ୍ୟେକ ଶୁଭ କାର୍ଯ୍ୟରେ ସପଳତା ହାସଲ ହେବ। ଜୀବନରେ ବଡ ବଡ ପରିବର୍ତ୍ତନ ହେବ। ଏହି ୩ଟି ରାଶିର ଲୋକେ ଧନଲାଭ କରିବେ। ଦିପାବଳୀ ପୂର୍ବରୁ ମଧ୍ୟ ସବୁକିଛି ଭଲ ହେବ। ଜୀବନରେ ସୁଧାର ଆସିବା ସହ ସବୁ ସମସ୍ୟାର ସମାଧାନ ହେବ।
{"id":170216,"width":580,"height":616}କୁମ୍ଭ, ଧନୁ, କନ୍ୟା-
ଦିପାବଳୀର ଗୋଟେ ଦିନ ପୂର୍ବରୁ ଏହି ୩ଟି ରାଶିର ଲୋକଙ୍କୁ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ। ଘରେ ସୁଖ ଶାନ୍ତି ଓ ସମୃଦ୍ଧିର ପରିବେଶ ରହିବ। ମାଆ ଲକ୍ଷ୍ମୀଙ୍କ ନାଁ ନେଇ ଏହି ରାଶିର ଲୋକେ ଯେକୌଣସି କାମ କରିବେ ସେଥିରେ ସଫଳତା ଲାଭ କରିବେ। ଦିପାବଳୀ ଭଳି ଶୁଭ ଅବସରରେ ଅନେକ କିଛି ପରିବର୍ତ୍ତନ ହେବ।
wp:heading {"level":1}