Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଦୀର୍ଘ ୧୧ ମାସ ପରେ ଏହି ୬ଟି ରାଶିର ଭାଗ୍ୟରେ ପ୍ରବେଶ କରିବେ ସୂର୍ଯ୍ୟଦେବ, ମିଳିବ ରାଜସୁଖ

5/10/2019 at 5:09 PM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୧ ବର୍ଷ ପରେ ଏହି ୬ଟି ରାଶିର ଭାଗ୍ୟରେ ସୂର୍ଯ୍ୟଦେବ ପ୍ରବେଶ କରିବେ। ଏହି କାରଣ ଯୋଗୁଁ ୬ଟି ରାଶିର ବ୍ୟକ୍ତିଙ୍କୁ ରାଜ ସୁଖ ମିଳିବା ସହ ସେମାନଙ୍କ ଦୈନନ୍ଦିନ ଜୀବନରେ ଖୁସି ଭରିଯିବ। ୧୧ ବର୍ଷ ପରେ କେଉଁ କେଉଁ ରାଶିର ଭାଗ୍ୟରେ ସୂର୍ଯ୍ୟଦେବ ପ୍ରବେଶ କରିବେ ଆସନ୍ତୁ ଜାଣିବା..

ମେଷ ଓ ସିଂହ ରାଶି: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦୀର୍ଘ ୧୧ ବର୍ଷ ପରେ ମେଷ ଓ ସିଂହ ରାଶିର ଭାଗ୍ୟରେ ସୂର୍ଯ୍ୟଦେବ ପ୍ରବେଶ କରିବେ। ଏହି କାରଣରୁ ମେଷ ଓ ସିଂହ ରାଶିର ବ୍ୟକ୍ତିଙ୍କୁ ରାଜ ସୁଖ ମିଳିବା ସହ ସେମାନଙ୍କ ଦୈନନ୍ଦିନ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯିବ। ଅଚାନକ ମେଷ ଓ ସିଂହ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ପରିବର୍ତ୍ତନ ହୋଇପାରେ। ଏହି ରାଶିର ବ୍ୟକ୍ତିମାନେ ଦେଖୁଥିବା ସ୍ବପ୍ନ ସାକାର ହେବ। ମେଷ ଓ ସିଂହ ରାଶିର ବ୍ୟକ୍ତି କରଜ ମୁକ୍ତ ହେବା ସହ ଧନ ପ୍ରାପ୍ତିରେ ସୁଯୋଗ ରହିଛି। ଏହି ରାଶିର ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟଦେବଙ୍କ କୃପା ରହିବ।

ଧନୁ ଓ ମୀନ ରାଶି: ୧୧ ବର୍ଷ ପରେ ଧନୁ ଓ ମୀନ ରାଶିର ଭାଗ୍ୟରେ ସୂର୍ଯ୍ୟଦେବ ପ୍ରବେଶ କରିବେ। ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯିବ। ପରିବାର ଭିତରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଧନ ପ୍ରାପ୍ତିର ସୁଯୋଗ ରହିଛି। ଏହାସହ ଦୀର୍ଘଦିନରୁ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହେବ। ଏହି ରାଶିର ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟ ଦେବଙ୍କ କୃପା ରହିବ।

କର୍କଟ ଓ ବୃଷ ରାଶି: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦୀର୍ଘ ୧୧ ମାସ ପରେ କର୍କଟ ଓ ବୃଷ ରାଶିର ଭାଗ୍ୟରେ ସୂର୍ଯ୍ୟଦେବ ପ୍ରବେଶ କରିବେ। ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଖୋଲିବା ସହ ରାଜସୁଖ ଭୋଗ କରି ପାରନ୍ତି। କର୍କଟ ଓ ବୃଷ ରାଶିର ବ୍ୟକ୍ତିଙ୍କ ଉପରକୁ ମାଡ଼ି ଆସୁଥିବା ବିପଦ ଟଳି ଯିବ। କର୍କଟ ଓ ବୃଷ ରାଶିର ବ୍ୟକ୍ତି ପ୍ରତ୍ୟେକ କ୍ଷେତ୍ରରେ ସଫଳ ପାଇବେ। ଏହି ରାଶିର ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟ ଦେବଙ୍କ କୃପା ରହିବ।

   Related Posts