Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

୧୧ ବର୍ଷ ପରେ ଶୁକ୍ର-ଶନିଙ୍କ ମହାସଂଯୋଗ, ଏହି ୬ଟି ରାଶିର ଲୋକଙ୍କୁ ମିଳିବ ବିଶେଷ ଲାଭ

29/11/2019 at 3:10 PM

ଜ୍ୟୋତିଷଶାସ୍ତ୍ର ଅନୁସାରେ ୧୧ ବର୍ଷ ପରେ ଆଜି ଶୁକ୍ର ଓ ଶନିଙ୍କ ମହାସଂଯୋଗ ହେବ। ଏଥିପାଇଁ କିଛି ରାଶିର ଲୋକଙ୍କର ଭାଗ୍ୟ ପରିବର୍ତ୍ତନ ହେବ। ଏହି ରାଶିର ଲୋକଙ୍କ ଜୀବନରେ ଭଲ ଦିନ ଆସିବ ତଥା ଜୀବନ ସୁଖମୟ ହେବ। ଏହି ମହାସଂଯୋଗ ଯୋଗୁଁ ୬ଟି ରାଶିର ଲୋକଙ୍କୁ କଣ ବିଶେଷ ଲାଭ ମିଳିବ ଜାଣନ୍ତୁ।  

ବିଚ୍ଛା ଓ କନ୍ୟା ରାଶି- ୧୧ ବର୍ଷ ପରେ ଶୁକ୍ର ଓ ଶନିଙ୍କର ଦୁର୍ଲଭ ସଂଯୋଗ ହେଉଛି। ଏଥିପାଇଁ ବିଚ୍ଛା ଓ କନ୍ୟା ରାଶିର ଲୋକଙ୍କ ଜୀବନରେ ଅନେକ ଖୁସି ଆସିବ। ଏମାନଙ୍କର ଧନ ଦୌଲତରେ ବୃଦ୍ଧି ହେବ। ଜୀବନରେ ସଫଳତା ମିଳିବା ସହ ଭଲ ସମୟ ଆରମ୍ଭ ହେବ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ସବୁଠୁ ଭଲ ସମୟ। ଶନି ଦେବଙ୍କ ଦର୍ଶନ କଲେ ଦିନ ଶୁଭ ରହିବ।

ମକର ଓ କୁମ୍ଭ ରାଶି- ଶାସ୍ତ୍ର ଅନୁସାରେ ଏହି ମହାସଂଯୋଗ ଯୋଗୁଁ ମକର ଓ କୁମ୍ଭ ରାଶିର ଲୋକଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନ ହେବ। ଏହି ରାଶିର ଲୋକଙ୍କୁ ବିଷେଶ ଲାଭ ମିଳିବ। ପରିବାର ଲୋକେ ଖୁସିରେ ରହିବେ। ଜୀବନ ସୁଖମୟ ହେବ। ଦୈନିକ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିବ। ପ୍ରେମ ଜୀବନରେ ସଫଳତା ପ୍ରାପ୍ତ ହେବ। ଶନି ଦେବଙ୍କ ଦର୍ଶନ କଲେ ତାଙ୍କ କୃପା ସର୍ବଦା ଜୀବନରେ ରହିବ।

ମିଥୁନ ଓ ବୃଷ ରାଶି- ଏହି ମହାସଂଯୋଗ ଯୋଗୁଁ ମିଥୁନ ଓ ବୃଷ ରାଶିର ଲୋକଙ୍କୁ ଅନେକ ଫାଇଦା ହେବ। ଏମାନଙ୍କ ଜୀବନର ସବୁ ସମସ୍ୟା ଦୂର ହେବ। ଏହି ରାଶିର ଲୋକଙ୍କ ଭାଗ୍ୟରେ ଅନେକ ଜିନିଷର ବୃଦ୍ଧି ହେବ। କାର୍ଯ୍ୟରେ ସଫଳତା ହାସଲ କରିବା ସହ ଆର୍ଥିକ ସ୍ଥିତି ମଜବୁତ ହେବ। ସବୁ ମନୋସ୍କାମନା ପୂରଣ ହେବ ତଥା ଅସଫଳ କାର୍ଯ୍ୟରେ ସଫଳତା ମିଳିବ। ଶନି ଦେବଙ୍କୁ ପୂଜା କଲେ ଉତ୍ତମ ହେବ।

 

   Related Posts