Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି ଏହି ଆଫଗାନି ହଟ୍ ଆଙ୍କରଙ୍କ ଫଟୋ, ଜାଣନ୍ତୁ କାହିଁକି

19/06/2019 at 4:09 PM

ମୁମ୍ବାଇ୧୯|୬: ଆଇସିସି ୱାର୍ଲଡକପର ଗୋଟିଏ ମ୍ୟାଚରେ ପାକିସ୍ତାନକୁ ଭାରତ ପରାଜୟ କରିବାପରେ ବିଭିନ୍ନ ଚର୍ଚ୍ଚା ସାମ୍ନାକୁ ଆସିବାରେ ଲାଗିଛି । ମ୍ୟାଚ ବେଳେ ଆଫଗାନିସ୍ତାନର ଏକ ଟିଭି ଚାନେଲର ଆଙ୍କର ଭାରତୀୟ କ୍ରିକେଟ୍‌ ଟିମ୍‌କୁ ସମର୍ଥନ କରିଥିଲେ । ଏହି ଟିଭି ଆଙ୍କର ହୀୱା ପତଙ୍ଗ ନାଁରେ ପରିଚିତ।

ଭାରତ ବିଜୟୀ ହେବା ପରେ ଭାରତୀୟ ସୋସିଆଲ ମିଡିଆ ୟୁଜର୍ସମାନେ ଦୀୱାଙ୍କ ଫଟୋ ଖୁବ ସେଆର କରୁଛନ୍ତି। ଟିଭି ଆଙ୍କରିଂ କରିବା ପୂର୍ବରୁ ଦିୱା ଆଫଗାନିସ୍ତାନର ବିଦେଶ ମନ୍ତ୍ରାଳୟରେ କାମ କରୁଥିଲେ। ଲଣ୍ଡନ ସ୍ଥିତ ଆଫଗାନିସ୍ତାନର ଆମ୍ବାସିରେ ସେ କାମ କରୁଥିଲେ।

ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟିମ୍‌ ସମର୍ଥକଙ୍କ ସହ ନଜର ଆସିଥିଲେ ଦିୱା। ଖେଳ ସମୟରେ ଦୀୱା ସଚୀନ ତେନ୍ଗୁଲକର ସହ ସେଲ୍‌ଫି ନେବାରେ ଦେଖାଯାଇଥିଲେ। ଏହା ସହ ସେ ବଲିଉଡ ଅଭିନେତା ରଣବୀର ସିଂହଙ୍କ ସହ ମଧ୍ୟ ଫଟୋ ନେଇଥିଲେ। ସୂଚନାଯୋଗ୍ୟ ଯେ, ଆସନ୍ତା ୨୨ ତାରିଖରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା ହେବ ।

   Related Posts