Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଆଫଗାନୀସ୍ତାନରେ ୨ଟି ବୋମା ବିସ୍ଫୋରଣ ୪୮ ଜଣଙ୍କ ମୃତ୍ୟୁ – ଅଳ୍ପକେ ବର୍ତ୍ତିଲେ ଆଫଗାନ ରାଷ୍ଟ୍ରପତି

17/09/2019 at 11:11 PM

କାବୁଲ – ଆଫଗାନୀସ୍ତାନର ପରଓ୍ୱାନ ପ୍ରଦେଶରେ ଏକ ନିର୍ବାଚନ ରାଲିରେ ବୋମା ବିସ୍ଫୋରଣ ହେବାରୁ ୨୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୨ ଆହତ ହୋଇଛନ୍ତି । ଆଫଗାନ ରାଷ୍ଟ୍ରପତି ଅସରଫ ଘାନୀ ଏହି ରାଲିରେ ଉଦ୍‌ବୋଧନ ଦେବାର ଥିଲା ।

ତାଲିବାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ସେହିପରି କାବୁଲ ଆମେରିକା ଦୂତାବାସ ନିକଟରେ ଏକ ବୋମା ବିସ୍ଫୋରଣ ହେବାରୁ ୨୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଏହି ସ୍ଥାନରେ ଏକ ଆତ୍ମଘାତୀ ବୋମା ବିସ୍ପୋରଣ ହୋଇଥିଲା । ଜଣେ ଆତ୍ମଘାତୀ ନିଜକୁ ବିସ୍ଫୋରକ ସାହାଯ୍ୟରେ ଉଡାଇ ଦେଇଥିଲା ।

ଆଫଗାନୀସ୍ତାନରେ ସେପ୍ଟେମ୍ବର ୨୮ ତାରଖରେ ରାଷ୍ଟ୍ରପତି ନିର୍ବାଚନ ହେବାର ଅଛି । ତାଲିବାନ ନିର୍ବାଚନ ରାଲିରେ ଆକ୍ରମଣ କରିବା ବୋଲି ଧମକ ଦେଇଛି । କେହି ମତଦାନରେ ଅଂଶ ଗ୍ରହଣ ନ କରିବା ପାଇଁ ତାଲିବାନ ଧମକ ଦେଇଛି ।

   Related Posts