Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଲୁଧିଆନାରେ ରାଜୀବ ଗାନ୍ଧିଙ୍କ ମୂର୍ତ୍ତି ଭାଙ୍ଗିଦେଲେ ଦୁର୍ବୃର୍ତ୍ତ, ସେଇ ମୂର୍ତ୍ତିକୁ କ୍ଷୀରରେ ଧୋଇଲେ କଂଗ୍ରେସ କର୍ମୀ

25/12/2018 at 3:53 PM

ଲୁଧିଆନା ୨୫/୧୨- ଲୁଧିଆନାରେ ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜିବ ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ ଦୁବୃର୍ତ୍ତ । ଯାହାକୁ ନେଇ ରାଜନୈତିକ ବାତାବରଣ ହୋଇପଡ଼ିଛି ଉଷ୍ମ ଓ ପଂଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଦୃଢ଼ କାର୍ଯାନୁଷ୍ଠାନ ନେବାକୁ ଦେଇଛନ୍ତି ଆଦେଶ ।

ଲୁଧିଆନାର ସାଲେମ ତବ୍ରି ଅଂଚଳରେ କେହି ରାଜିବଙ୍କ ମୁର୍ତ୍ତିକୁ ରଂଗ ବୋଳିବା ସହ ଭାଙ୍ଗିଦେଇଥିବାର ଅଭିଯୋଗ ହୋଇଛି । ଏହି ଘଟଣାକୁ ପଂଜାବର ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ନିନ୍ଦା କରିଛନ୍ତି । ସେ ଏହି ଘଟଣାରେ ଅକାଳୀ ଦଳକୁ  କରିଛନ୍ତି ଦାୟୀ । ଏହି ଘଟଣାପରେ କିଛି କଂଗ୍ରେସକର୍ମୀ ମୂର୍ତ୍ତିକୁ  କ୍ଷୀରରେ ଧୋଇ ସଫା କରିଛନ୍ତି । ପୋଲିସରେ ଏତଲା ଦିଆଯିବା କଥା ଲୁଧିଆନା କଂଗ୍ରେସ ସଭାପତି ଗୁରୁପ୍ରିତ୍ ସିଂ କହିଛନ୍ତି

   Related Posts