Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

କୋଭିଡ୍ ନିୟମ ପାଳନ ନେଇ ବିଭିନ୍ନ ନର୍ସିଂ ହୋମ୍‌ ଉପରେ ପ୍ରଶାସନର ଚଡ଼ାଉ

30/06/2020 at 3:16 PM

ଆନନ୍ଦପୁର୩୦/୬: କରୋନା କଟକଣା ନେଇ ବିଭିନ୍ନ ନର୍ସିଂ ହୋମ୍‌ ମାନଙ୍କରେ ଚଢ଼ାଉ ହେଉଛି। କରୋନା ଗାଇଡଲାଇନ୍‌ ପାଳନ ନେଇ ମଙ୍ଗଳପୁର ଆନନ୍ଦପୁରର ବିଭିନ୍ନ ନର୍ସିଂ ହୋମ୍ ଉପରେ ପ୍ରଶାସନ ତରଫରୁ ଚଢାଉ ହୋଇଛି। ରୋଗୀସେବା ସମୟରେ ନର୍ସିଂ ହୋମ୍‌ ମାନଙ୍କରେ ସାମାଜିକ ଦୂରତ୍ବ ରକ୍ଷା,  ରୋଗୀଙ୍କ ସଂସ୍ପର୍ଶରେ ଆସୁଥିବା ଡାକ୍ତର ଓ କର୍ମଚାରୀମାନେ  ଆବଶ୍ୟକୀୟ ସୁରକ୍ଷା ଉପକରଣ ବନ୍ଦ କରିବା,  ସାନିଟାଇଜେସନ୍‌ ପ୍ରଭୃତିକୁ ନେଇ ତଦନ୍ତ କରିଛନ୍ତି।

ଏହି ତଦନ୍ତ ସମୟରେ ନୋଡାଲ ଅଫିସର ତଥା ଆନନ୍ଦପୁର ତହସିଲଦାର ତପନ କୁମାର ନାୟକ,  ଉପଖଣ୍ଡ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧନେଶ୍ବର ସେଠୀ ଓ ପୌର ନିର୍ବାହୀ ଅଧିକାରୀ ହିତାଶୁଂ ସାମଲ ଉପସ୍ଥିତ ଥିଲେ। ଆଜିର ତଦନ୍ତ ପରେ ରିପୋର୍ଟ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

   Related Posts