Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାବେରୀ ନଦୀରେ ଛତିଶଗଡ କରିବ ଡ୍ୟାମ୍ ! ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘର ବିରୋଧ

11/09/2019 at 3:57 PM

ମାଲକାନଗିରି ୧୧।୯: ସାବେରୀ ନଦୀରେ ଛତିଶଗଡ ସରକାର ଡ୍ୟାମ୍ କରିବା ଖବର ପାଇ ଏହାକୁ ବିରୋଧ କରିଛନ୍ତି ମାଲକାନଗିରି ଜିଲ୍ଲା ଆଦିବାସୀ ସଂଘ । ଜିଲ୍ଲାର ମହୁପଦର, ଟେମୁରପାଲି ଗ୍ରାମର ଶତାଧିକ ଗ୍ରାମବାସୀ ଛତିଶଗଡ଼ ସରକାରଙ୍କ ବିରୋଧରେ ମେଳି କରିବା ସହ ଡ୍ୟାମ୍ ନିର୍ମାଣକୁ ବିରୋଧ କରିଛନ୍ତି । ଡ୍ୟାମ୍ ନିର୍ମାଣ ହେଲେ ଜିଲ୍ଲାର ଟେମୁରପାଲି, ମହୁପଦର ଅଞ୍ଚଳ କ୍ଷତିଗ୍ରସ୍ତ ହେବ ବୋଲି ଆଶା କରି ଏଭଳି ପ୍ରତିବାଦ କରାଯାଇଛି ।

   Related Posts