ଆଦିବାସୀଙ୍କ ପ୍ରତି ଅତ୍ୟାଚାର ଓ ନ୍ୟାୟ ନ ମିଳିବା ପ୍ରତିବାଦ, ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ହଜାର ହଜାର ଆଦିବାସୀ

Published By : Prameya-News7 Bureau | September 07, 2021 IST

ନୂଆପଡା ୭।୯: ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଆଦିବାସୀ । ଆଦିବାସୀଙ୍କ ପ୍ରତି ହେଉଥିବା ବିଭିନ୍ନ ଅତ୍ୟାଚାର ଓ ନ୍ୟାୟ ନ ମିଳିବା ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଜିଲ୍ଲାର ହଜାର ହଜାର ଆଦିବାସୀ । ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ରାଲି କରି ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୋଲିସ ପକ୍ଷରୁ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୃତୟନ ସହ ସହ କଡା ସୁରକ୍ଷା ବ୍ୟବସ୍ଥା ।

{"id":507636,"width":751,"height":413,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.