Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଦୀର୍ଘ ଦିନର ପ୍ରେମିକା ଶ୍ବେତା ଅଗ୍ରଓ୍ବାଲଙ୍କୁ ମନ୍ଦିରରେ ବିବାହ କରିବେ ଆଦିତ୍ୟ ନାରାୟଣ : ଏହି ଦିନ ହେବ ବିବାହ

17/10/2020 at 1:29 PM

ମୁମ୍ବାଇ ୧୭/୧୦: ସିଙ୍ଗର ଏବଂ ଟିଭି ହୋଷ୍ଟ୍ ଆଦିତ୍ୟ ନାରାୟଣ ନିଜ ଲଙ୍ଗ୍ ଟାଇମ୍ ଗାର୍ଲଫ୍ରେଣ୍ଡ ଶ୍ବେତା ଅଗ୍ରଓ୍ବାଲଙ୍କୁ ବିବାହ କରିବାକୁ ଯାଉଛନ୍ତି। କରୋନା କାଳରେ ଅନେକ ସେଲିବ୍ରିଟି ବିବାହ କରିଛନ୍ତି ଏବଂ ଏବେ ଆଦିତ୍ୟ ମଧ୍ୟ ଶ୍ବେତାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିଜ ସାକ୍ଷାତକାରରେ ଆଦିତ୍ୟ ନାରାୟଣ ନିଜ ବିବାହ ତାରିଖ କହିଛନ୍ତି।

ଆଦିତ୍ୟ କହିଛନ୍ତି ଯେ ସେମାନେ ଡିସେମ୍ବର ୧ତାରିଖରେ ବିବାହ କରିବେ। କରୋନା ଯୋଗୁଁ ସେମାନେ କେବଳ ନିକଟତର ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଡକାଇଛନ୍ତି। ଏପରି ପରିସ୍ଥିତିରେ ମହାରାଷ୍ଟ୍ରରେ ଗୋଟିଏ ବିବାହରେ ୫୦ରୁ ଅଧିକ ଲୋକ ସାମିଲ ହୋଇପାରିବେ ନାହିଁ। ଆଦିତ୍ୟ ଏକ ବଡ଼ ରିସେପ୍ସନ ଦେବା ବିଷୟରେ ଭାବୁଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ସବୁ ଠିକ୍ ହୋଇଯିବ ସେତେବେଳେ ସେ ବଡ଼ ସେଲିବ୍ରେସନ କରିବେ। କିନ୍ତୁ ଏବେ ପାଇଁ ସେମାନେ ଏକ ମନ୍ଦିରରେ ବିବାହ କରିବେ। ସେଠାରେ କେବଳ ପରିବାର ଉପସ୍ଥିତ ରହିବ।

ଆଦିତ୍ୟ ​‌ଶ୍ବେତାଙ୍କ ସହ ନିଜ ପ୍ରଥମ ସାକ୍ଷାତକୁ ମନେ ପକାଇ ତାଙ୍କ ବିଷୟରେ କହିଥିଲେ। ସେ କହିଥିଲେ ଯେ ଯେତେ​‌ବେଳେ ସେମାନେ ଉଭୟଙ୍କୁ ଭେଟିଥିଲେ ବିକ୍ରମ ଭଟ୍ଟ ସେମାନଙ୍କୁ ଶପିତ ଫିଲ୍ମ ପାଇଁ ସାଇନ୍ କରିଥିଲେ।  

   Related Posts