Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାଟଣାଗଡ ବିଧାୟକଙ୍କ ଗିରଫ ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ୍ ଘେରିଲେ ଆଦିବାସୀ ସଂଘ, ପୋଲିସ ସହ ଧସ୍ତାଧସ୍ତି

12/06/2019 at 12:52 PM

ବଲାଙ୍ଗିର ୧୨|୬: କନିଷ୍ଠ ଯନ୍ତ୍ରୀଙ୍କୁ ପାଟଣାଗଡ ବିଧାୟକ ବସଉଠ କରାଇବା ଘଟଣାର ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଆଦିବାସୀ ସଂଘ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ଧଶେଇ ପଶିବାକୁ ଉଦ୍ୟମ କଲେ ଆଦିବାସୀ ସଂଘ । ପୋଲିସ ସହ ଆଦିବାସୀ ସଂଘର କର୍ମକର୍ତ୍ତା ଧସ୍ତାଧସ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ପାଟଣାଗଡ ବିଧାୟକଙ୍କ ଗିରଫ ଦାବି କରିଛି ସଂଘ ।

   Related Posts