ଏଡିଲେଡ୍ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ୍ ଘୋଷଣା: ଜାଣନ୍ତୁ କିଏ ଇନ୍ କିଏ ଆଉଟ୍

Published By : Prameya-News7 Bureau | December 16, 2020 IST

ନୂଆଦିଲ୍ଲୀ ୧୬/୧୨ : ଗୁରୁବାର ଡିସେମ୍ବର ୧୭ ତାରିଖରେ ଏଡିଲେଡ୍ ଟେଷ୍ଟରେ ଆରମ୍ଭ ହେବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଦଳ ଅଷ୍ଟ୍ରେଲିଆ କ୍ରିକେଟରେ ଗୋଲାପୀ ବଲକୁ ଚ୍ୟାଲେଞ୍ଜ ଦେବ । ଏଥିପାଇଁ ଭାରତୀୟ କ୍ରିକେଟ୍ ଦଳ ଖେଳୁଥିବା ଏକାଦଶ (ପ୍ଲେଇଂ ଇଲେଭେନ) ଘୋଷଣା କରିଛି। ତେବେ ଦଳର ଅନେକ ଖେଳାଳି ଆହତ ଅଛନ୍ତି । ଆଡିଲେଡ୍ ଟେଷ୍ଟ ପାଇଁ ଭାରତର ପ୍ଲେଇଂ ଇଲେଭେନ ଟିମରେ ପୃଥ୍ବୀ ଶ ଏବଂ ରିଦ୍ଧିମାନ ସାହା ସ୍ଥାନ ପାଇଛନ୍ତି।

wp:embed {"url":"https://twitter.com/BCCI/status/1339115913061179395","type":"rich","providerNameSlug":"twitter","responsive":true,"className":""}
https://twitter.com/BCCI/status/1339115913061179395
/wp:embed

ଏହି ମ୍ୟାଚ୍‌ରେ 'ଜୋସ୍ ହେଜଲବୁଉ ବନାମ ମହମ୍ମଦ ଶାମି' ମ୍ୟାଚ୍ ମଧ୍ୟ ଅତ୍ୟନ୍ତ ରୋମାଞ୍ଚକର ହେବ। ଇଶାନ୍ତ ଶର୍ମାଙ୍କ ପରି ଅଭିଜ୍ଞ ସ୍ପିଡ଼ ବୋଲର ଭାରତୀୟ ଦଳରେ ସାମିଲ ହୋଇନାହାନ୍ତି।

ପ୍ଲେଇଂ ଇଲେଭେନ - ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃଥ୍ବୀ ଶ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପ ଅଧିନାୟକ), ହନୁମା ବିହାରୀ, ରିଦ୍ଧିମାନ ସାହା (ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, ଉମେଶ ଯାଦବ, ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.