Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଏଡିଲେଡ୍ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ୍ ଘୋଷଣା: ଜାଣନ୍ତୁ କିଏ ଇନ୍ କିଏ ଆଉଟ୍

16/12/2020 at 2:21 PM

ନୂଆଦିଲ୍ଲୀ ୧୬/୧୨ : ଗୁରୁବାର ଡିସେମ୍ବର ୧୭ ତାରିଖରେ ଏଡିଲେଡ୍ ଟେଷ୍ଟରେ ଆରମ୍ଭ ହେବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ଦଳ ଅଷ୍ଟ୍ରେଲିଆ କ୍ରିକେଟରେ ଗୋଲାପୀ ବଲକୁ ଚ୍ୟାଲେଞ୍ଜ ଦେବ । ଏଥିପାଇଁ ଭାରତୀୟ କ୍ରିକେଟ୍ ଦଳ ଖେଳୁଥିବା ଏକାଦଶ (ପ୍ଲେଇଂ ଇଲେଭେନ) ଘୋଷଣା କରିଛି। ତେବେ ଦଳର ଅନେକ ଖେଳାଳି ଆହତ ଅଛନ୍ତି । ଆଡିଲେଡ୍ ଟେଷ୍ଟ ପାଇଁ ଭାରତର ପ୍ଲେଇଂ ଇଲେଭେନ ଟିମରେ ପୃଥ୍ବୀ ଶ ଏବଂ ରିଦ୍ଧିମାନ ସାହା ସ୍ଥାନ ପାଇଛନ୍ତି।

ଏହି ମ୍ୟାଚ୍‌ରେ ‘ଜୋସ୍ ହେଜଲବୁଉ ବନାମ ମହମ୍ମଦ ଶାମି’ ମ୍ୟାଚ୍ ମଧ୍ୟ ଅତ୍ୟନ୍ତ ରୋମାଞ୍ଚକର ହେବ। ଇଶାନ୍ତ ଶର୍ମାଙ୍କ ପରି ଅଭିଜ୍ଞ ସ୍ପିଡ଼ ବୋଲର ଭାରତୀୟ ଦଳରେ ସାମିଲ ହୋଇନାହାନ୍ତି।

ପ୍ଲେଇଂ ଇଲେଭେନ – ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପୃଥ୍ବୀ ଶ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପ ଅଧିନାୟକ), ହନୁମା ବିହାରୀ, ରିଦ୍ଧିମାନ ସାହା (ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, ଉମେଶ ଯାଦବ, ମହମ୍ମଦ ଶାମି, ଜସପ୍ରୀତ ବୁମ୍ରା।

   Related Posts