Wednesday, December 11, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚିଙ୍ଗୁଡି ଫ୍ୟାକ୍ଟରୀରେ ମୃତ ଯୁବକଙ୍କ ପରିଚୟ ମିଳିଲା- ୨ ଦିନ ତଳେ ଅନ୍ୟ ଜଣେ ଶ୍ରମିକଙ୍କ ସହ ହୋଇଥିଲା ଝଗଡା

ଭୁବନେଶ୍ୱର ୨୧। – ମଞ୍ଚେଶ୍ୱରରେ ଚୁଙ୍ଗୁଡି ଫ୍ୟାକ୍ଟ୍ରି ପାଣି ଟାଙ୍କିରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବକଙ୍କ ପରିଚୟ ମିଳିଛି । ତାଙ୍କ ନାମ ସୁଶୀଲ ଓ ଘର ଅନୁଗୁଳରେ ବୋଲି ଜଣା ପଡିଛି । ୨ ଦିନ ତଳେ ତାଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ଝଗଡା ହୋଇଥିଲା । ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ହତ୍ୟା କାଣ୍ଡ ବୋଲି ଜଣା ପଡିଛି ।
ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି ।

338 Views

   ସମ୍ବନ୍ଧିତ ଖବର