Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

କଣ୍ଟେନମେଣ୍ଟ ଜୋନରୁ ମୁକୁଳିଲା ଭଦ୍ରକ , ଜିଲ୍ଲାର ୨ଟି କଣ୍ଟେନମେଣ୍ଟ ଜୋନରେ କଟକଣା କୋହଳ

19/04/2020 at 9:10 AM

ଭଦ୍ରକ ୧୯।୦୪: କଣ୍ଟେନମେଣ୍ଟ ଜୋନରୁ ମୁକୁଳିଲା ଭଦ୍ରକ । ଜିଲ୍ଲାର ଅନ୍ୟ ୨ଟି କଣ୍ଟେନମେଣ୍ଟ ଜୋନରେ କଟକଣା କୋହଳ କରାଗଲା । ଆଜି ଚରମ୍ପା ଓ ଏରେଇଁରୁ କଟକଣା ହଟାଇ ଦିଆଯାଇଛି । ଟ୍ବିଟ୍ ଯୋଗେ ଭଦ୍ରକ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି ।

ପୂର୍ବରୁ ପୁରୁଣାବଜାରକୁ କଣ୍ଟେନମେଣ୍ଟ କଟକଣାରୁ ମୁକ୍ତ କରାଯାଇଥିଲା । ଭଦ୍ରକରେ ମୋଟ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ଏସବୁ ଅଞ୍ଚଳକୁ ସିଲ୍ କରାଯାଇଥିଲା । ପର୍ଯ୍ୟାୟକ୍ରମେ ସିଲ୍‌ କରାଯାଇଥିବା ଅଞ୍ଚଳରୁ କଟକଣା ହଟାଇଛି ଜିଲ୍ଲା ପ୍ରଶାସନ

   Related Posts