Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରୁଟି କରିବାବେଳେ ଅଟାରେ ମିଶାନ୍ତୁ ଏହି ଜିନିଷ : କେବଳ ୭ଦିନରେ ଶରୀର ହେବ ଶକ୍ତିଶାଳୀ ଏବଂ ମଜବୁତ

17/05/2019 at 5:10 PM

ଦୁନିଆର ପ୍ରତ୍ୟେକ ମଣିଷ ନିଜ ଶରୀରକୁ ସବୁଠୁ ଅଧିକ ଶକ୍ତିଶାଳର ଏବଂ ମଜବୁତ କରିବାର ଇଚ୍ଛା ରଖିଥାଏ। କିନ୍ତୁ ସମସ୍ତଙ୍କ ଇଚ୍ଛା ପୂରଣ ହୋଇନଥାଏ। କାରଣ ଶରୀରକୁ ଶକ୍ତିଶାଳୀ ଏବଂ ମଜବୁତ କରିବା ପାଇଁ ଯେତିକି ଓ୍ବାର୍କଆଉଟ ଆବଶ୍ୟକ ହୋଇଥାଏ,ସେତିକି ଶରୀରରେ ପୋଷକ ତତ୍ତ୍ବର ପୂରଣ ମଧ୍ୟ ଆବଶ୍ୟକ ହୋଇଥାଏ। ଶରୀରରେ ପୋଷକ ତତ୍ତ୍ବର ପୂରଣ କେବଳ ପୁଷ୍ଟିସାରଯୁକ୍ତ ଖାଦ୍ୟ କରିଥାଏ। କିନ୍ତୁ ଆଜିକାଲି ଭୁଲ୍ ଖାଦ୍ୟପେୟ ଏବଂ ଭୁଲ୍ ଅଭ୍ୟାସ ଯୋଗୁଁ କେତେକ ଲୋକ ନିଜର ଦୁର୍ବଳତା ପାଇଁ ଚିନ୍ତିତ ରହିଛନ୍ତି।

ଯଦି ଆପଣ ନିଜର ଶରୀରକୁ ଶକ୍ତିଶାଳୀ ଏବଂ ମଜବୁତ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କେତେକ ଉପାୟ ଅବଲମ୍ବନ କରିବାକୁ ପଡ଼ିବ। ଯାହା ବ୍ୟବହାର କରିବା ଦ୍ବାରା ଆପଣ ଦୁର୍ବଳତାରୁ ସବୁଦିନ ପାଇଁ ଦୁର୍ବଳତାରୁ ମୁକ୍ତି ପାଇ ପାରିବେ।

ଏଥିପାଇଁ ଆପଣଙ୍କୁ ୫କିଲୋ ଅଟା,୧କିଲୋ ଚଣା ଛତୁ ଏବଂ ୧କିଲୋ ପେଶା ମୁଗ ଡାଲି ଆବଶ୍ୟକ। ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଚଣା ଛତୁ ଏବଂ ମୁଗଡାଲିରେ ଅତ୍ୟଧିକ ମାତ୍ରାରେ ପ୍ରୋଟିନ୍ ଥାଏ। ଏତେ ଆପଣଙ୍କୁ କ୍ଷୀର କିମ୍ବା ମାଂସରେ ମିଳିନଥାଏ। ଅଟା,ଚଣା ଛତୁ ଏବଂ ମୁଗ ଡାଲିକୁ ଭଲଭାବେ ମିଶାଇ ରଖି ଦିଅନ୍ତୁ। ଆପଣଙ୍କୁ ଏଥିରୁ ପ୍ରସ୍ତୁତ ରୁଟି ସକାଳେ ଏବଂ ସନ୍ଧ୍ୟାରେ ଖାଇବା ଉଚିତ୍। ୭ଦିନ ଯାଏଁ ଲଗାତାର ଏହାର ରୁଟି ଖାଇଲେ ଶରୀରର ଦୁର୍ବଳତା ଦୂର ହୋଇଯିବ।

   Related Posts