ବିଶ୍ୱ ଆଦିବାସୀ ଦିବସରେ ଜୋର୍ ଧରିଲା ଆଦିବାସୀ ଭୋଟ୍ ବ୍ୟାଙ୍କ ପଲିଟିକ୍ସ

Published By : Prameya-News7 Bureau | August 09, 2018 IST

ବିଶ୍ୱ ଆଦିବାସୀ ଦିବସରେ ଜୋର୍ ଧରିଲା ଆଦିବାସୀ ଭୋଟ୍ ବ୍ୟାଙ୍କ ପଲିଟିକ୍ସ । ୩ ପ୍ରମୁଖ ରାଜନୈତିକ ଦଳର ଟଣା-ଓଟରାରେ ଦୁଲ୍ ଦୁଲ୍ ହେଲା ରାଜଧାନୀ । ବିଜେଡି, ବିଜେପି ଓ କଂଗ୍ରେସ ଆଦିବାସୀଙ୍କ ଲାଗି କରିଥିଲେ ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାର ଯୋଜନାର ଲମ୍ବା ତାଲିକା ଥୋଇଛନ୍ତି । ସେପଟେ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନାରେ ସରକାରଙ୍କ ବିଫଳତାକୁ ସାମ୍ନାକୁ ଆଣିବାକୁ ରାସ୍ତାକୁ ଓହ୍ଲାଇଥିଲେ ବିରୋଧୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.