ଅଡ଼ଶପୁର ହସ୍ପିଟାଲରେ ୭ କରୋନା ଆକ୍ରାନ୍ତ ଚିହ୍ନଟ : ୭୨ଘଣ୍ଟିଆ ସଟଡାଉନ୍ ଜାରି

Published By : Prameya-News7 Bureau | July 08, 2020 IST

ନିଆଳି ୮/୭:  ଅଡ଼ଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୭ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସୂଚନା ମୁତାବକ ୩ଜଣ ମହିଳା ସ୍ୱାସ୍ଥ୍ୟକର୍ମୀ, ଜନସ୍ୱାସ୍ଥ୍ୟ ଅଧିକାରୀ ଓ ୩ କର୍ମଚାରୀ କରୋନାରେ ସଂକ୍ରମିତ ଥିବା ଜଣା ପଡ଼ିଛନ୍ତି ।

ତେଣୁ ପ୍ରଶାସନ ପକ୍ଷରୁ ୭୨ ଘଣ୍ଟା ପାଇଁ ଅଡଶପୁର ଅଞ୍ଚଳକୁ ସଟ ଡାଉନ୍ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.