Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ଅଦା ଶର୍ମାଙ୍କ ହଟ୍ ଏବଂ ସେକ୍ସି ଫଟୋ ଦେଖି ଫ୍ୟାନ୍ସ ହେଲେ ମତୁଆଲା : ହେଲା ଭାଇରାଲ୍

27/04/2020 at 6:49 PM

ମୁମ୍ବାଇ ୨୭/୪: ବଲିଉଡ ଅଭିନେତ୍ରୀ ଅଦା ଶର୍ମା ସବୁବେଳେ ନିଜ ଫିଟନେସ୍ ଏବଂ ମାର୍ଶଲଆର୍ଟ ଭିଡିଓ ପାଇଁ ଲୋକଙ୍କ ହୃଦୟ ଜିତିଥାନ୍ତି। କିନ୍ତୁ ଏହି ଲକଡାଉନ୍ ସମୟରେ ସେ ନିଜ ଫ୍ୟାନ୍ସଙ୍କୁ ଏଣ୍ଟରଟେନମେଣ୍ଟ କରୁଛନ୍ତି। ନିଜ ଆକ୍ସନ୍ ଏବଂ ଫିଟନେସ୍ ପାଇଁ ଜଣା ଯାଉଥିବା ଚୁଲବୁଲି,ସୁନ୍ଦରୀ ଅଭିନେତ୍ରୀ ଅଦା ଶର୍ମା ଏବେ ନିଜ ଘରେ କ୍ବାଲିଟି ଟାଇମ୍ ବିତାଉଛନ୍ତି।

ସେ ସବୁ ଦିନ ସୋସିଆଲ ମିଡିଆରେ ନୂଆ ନୂଆ ଭିଡିଓ ପୋଷ୍ଟ କରୁଛନ୍ତି। ଏବେ ସେ ନିଜ ହଟ୍ ଲୁକ୍ ସେୟାର କରି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି। ଅଦା ଏକ ଅଫହ୍ବାଇଟ୍ ସେଡର ଟ୍ରାନ୍ସପରେଣ୍ଟ ଶାଢ଼ୀରେ ସୁନ୍ଦର ପୋଜ ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।

ଅଦା ଏହି ଶାଢ଼ୀରେ ହେଭି ମେକ୍ ଅପ୍ ନକରି ନ୍ୟୁଡ ମେକଅପ୍ ନେଇଛନ୍ତି। ଏବେ ଦର୍ଶକ ତାଙ୍କ ଶାଢ଼ୀର ଖୁବ୍ ପ୍ରଶଂସା କରୁଛନ୍ତି। ସେ ଏହି ଫଟୋରେ ବହୁତ ଗ୍ଲାମରସ୍ ଦେଖା ଯାଉଛନ୍ତି।

ଅଦା ଏବେ ‘କମାଣ୍ଡୋ ୪’ ଏବଂ ‘ମ୍ୟାନ୍ ଟୁ ମ୍ୟାନ’ରେ ନଜର ଆସିବେ। ଏହା ବ୍ୟତୀତ ସେ ଓ୍ବେବ ସିରିଜ ‘ଦ ହଲିଡେ’ର ଦ୍ବିତୀୟ ସିଜନରେ ନଜର ଆସିବେ।

   Related Posts