ଫିଲ୍ମ ପରଦାରେ ବୁଢି ଦେଖାଯାଉଥିବା ଏହି ୫ଜଣ ଅଭିନେତ୍ରୀ ବାସ୍ତବରେ ସୁନ୍ଦରୀ ଓ କମ ବୟସ୍କା

Published By : Prameya-News7 Bureau | September 30, 2019 IST

ମୁମ୍ବାଇ୩୦|୯: ବଲିଉଡରେ ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯିଏ ପ୍ରଥମେ ମୁଖ୍ୟ ଭୂମିକାରେ କାମ କରୁଥିଲେ ଓ ଏବେ ମାଆମାନଙ୍କ ଭୂମିକାରେ ନଜର ଆସୁଛନ୍ତି। ତେବେ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ ଜାଣନ୍ତୁ ଯିଏ ଫିଲ୍ମରେ ଗୁରୁଜନଙ୍କ ଭୂମିକାରେ ଅଭିନୟ କରନ୍ତି ହେଲେ ରିଅଲ ଲାଇଫରେ ସେ ଖୁବ ଗ୍ଲାମରେସ। ତେବେ ଜାଣନ୍ତୁ ଏହି ୫ ଜଣ ଅଭିନେତ୍ରୀଙ୍କ ବିଷୟରେ।

{"id":164442}

ଅର୍ଚ୍ଚନା ଜୋଇସ-

୨୦୧୮ ମସିହାରେ ରିଲିଜ ହୋଇଥିବା ଫିଲ୍ମ କେଜିଏଫରେ ଅର୍ଚ୍ଚନା ଜୋଇସ ଅଭିନେତା ୟଶଙ୍କ ମାଆ ଭୂମିକାରେ ନଜର ଆସିଥିଲେ। ହେଲେ ରିଅଲ ଲାଇଫରେ ତାଙ୍କୁ ଦେଖିଲେ ଚିହ୍ନିପାରିବେ ନାହିଁ। ସେ ବହୁତ କମ ବୟସର ଲାଗନ୍ତି ଓ ଅତ୍ୟନ୍ତ ସୁନ୍ଦର ଲାଗନ୍ତି।

{"id":164443}

ମେହର-

ଫିଲ୍ମ ବଜରଂଗି ଭାଇଜାନରେ ମେହର ମୁନ୍ନୀଙ୍କ ମାଆ ଭୂମିକାରେ ନଜର ଆସିଥିଲେ। ହେଲେ ରିଅଲ ଲାଇଫରେ ସେ ବହୁତ ଷ୍ଟାଇଲିସ। ମେହର ଦେଖିବା ପାଇଁ ବହୁତ ସୁନ୍ଦର।

{"id":164444,"width":526,"height":761}

ନାଦୀୟା-

ଅନେକ ସାଉଥ ଫିଲ୍ମରେ ନାଦୀୟା ମାଆ ଭୂମିକାରେ ଅଭିନୟ କରିଛନ୍ତି। ୨୦୧୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ ମିର୍ଚ୍ଚିରେ ସେ ପ୍ରଭାସଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ।  ନାଦୀୟା ଦେଖିବାକୁ ଭାରି ସୁନ୍ଦର ଓ ଷ୍ଟାଇଲିସ୍‌।

{"id":164445,"width":551,"height":552}

ରାମ୍ୟା କୃଷ୍ଣନ୍‌-

ବଲିଉଡ ଓ ସାଉଥ ଜଗତରେ ଅନେକ ଫିଲ୍ମରେ ଅଭିନୟ କରିଥିବା ରାମ୍ୟା ନିଜ ଅଭିନୟ ଓ ସୈନ୍ଦର୍ଯ୍ୟ ପାଇଁ ବେଶ ଚର୍ଚ୍ଚାରେ ରୁହନ୍ତି। ବାହୁବଲୀ ଫିଲ୍ମରେ ସେ ପ୍ରଭାସଙ୍କ ମାଆ ଭୂମିକାରେ ଅଭିନୟ କରିଥିଲେ। ଅନେକ ଫିଲ୍ମରେ କାମ କରି ନିଜ ଅଭିନୟ ଦ୍ବାରା ସେ ଅଗଣିତ ଲୋକଙ୍କ ଭଲ ପାଇବା ହାସଲ କରିପାରିଛନ୍ତି। ରାମ୍ୟା ଦେଖିବା ପାଇଁ ବହୁତ ସୁନ୍ଦର।

{"id":164446,"width":547,"height":547}

ଅମୃତା ସୁଭାଷ-

ରଣବୀର ସିଂହ ଓ ଆଲିୟା ଭଟ୍ଟଙ୍କ ଫିଲ୍ମ ଗଲି ବଏରେ ରଣବୀରଙ୍କ ମାଆ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଅମୃତାଙ୍କୁ ରିଅଲ ଲାଇଫରେ ଦେଖିଲେ ବିଶ୍ବାସ ହେବ ନାହିଁ ଯେ, ସେ ଏତେ ସୁନ୍ଦର। ମାଆ ଭୂମିକାରେ ଅଭିନୟ କଲେ ମଧ୍ୟ ସେ ଏଯାଏଁ ଗ୍ଲାମରସ ଅଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.