Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ସୁଇମିଂ ପୁଲ୍‌ରେ ଚିଲ୍ କରୁଛନ୍ତି କସୌଟି ଫେମ୍ ଅଭିନେତ୍ରୀ ସୋନ୍ୟା, ସୋସିଆଲ୍ ମିଡିଆରେ ନିଆଁ ଲଗାଉଛି ଫଟୋ

1/05/2021 at 6:54 PM

ମୁମ୍ବାଇ ୧।୫: ଏକତା କପୁରଙ୍କ ଟିଭି ସିରିଏଲ କସୌଟି ଜିନ୍ଦେଗୀ କି-୨ ରେ ତନଭୀ ବଜାଜ ଏବଂ ନଜରରେ ରୁବି ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରି ଅଭିନେତ୍ରୀ ସୋନ୍ୟା ଅଯୋଧ୍ୟା  ଚର୍ଚ୍ଚାରେ ରହିଛନ୍ତି । ସୋନ୍ୟା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ତାଙ୍କ ଫ୍ୟାନ୍ସଙ୍କ ସହ ଟଚ୍ ରେ ରହିଥାନ୍ତି । ସୋନ୍ୟା ଅଯୋଧ୍ୟା ବୋଲ୍ଡ ଏବଂ ସୁନ୍ଦର ଅନ୍ଦାଜ ପାଇଁ ସବୁବେଳେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଥାନ୍ତି । ପୁଣି ଥରେ ସୋନ୍ୟା ସେଭଳି କିଛି ଅନ୍ଦାଜରେ ନଜର ଆସିଛନ୍ତି ।

ସୋନ୍ୟା ଅଯୋଧ୍ୟା ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ସେୟାର କରିଛନ୍ତି, ଯାହା ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି ।

ଏହି ଫଟୋଗୁଡିକରେ ସୋନ୍ୟା ପୁଲ୍ ରେ ଚିଲ୍ କରୁଥିବା ଦେଖିବାକୁ ମିଳିଛି । ଯେଉଁଥିରେ ତାଙ୍କ ଆନ୍ଦାନ ଦେଖିବାକୁ ମିଳିଛି ।

ଅଭିନେତ୍ରୀଙ୍କ ଫ୍ୟାନ୍ସ ଏହି ଫଟୋଗୁଡିକରେ କମେଣ୍ଟ ଦେଉଛନ୍ତି ଏବଂ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି ।

ନିଜ ବୋଲ୍ଡ ଲୁକ୍ ପାଇଁ ଫେମସ ସୋନ୍ୟା ଅଯୋଧ୍ୟା ଏହି ଫଟୋରେ ବହୁତ ଭଲ ପୋଜ୍ ଦେଉଥିବାର ଦେଖିବାକୁ ମିଳିଛି ।

ସୋନ୍ୟା ଅଯୋଧ୍ୟାଙ୍କ ଏହି ଫଟୋସୁଟ୍ ତାଙ୍କ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସୁଛି ।

ସେ ଏକ କଳା ରଙ୍ଗର ସ୍ବିମ୍ ସୁଟ୍ ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । କମେଣ୍ଟରେ ସୋନ୍ୟା ଅଯୋଧ୍ୟାଙ୍କ ଫ୍ୟାନ୍ସ ତାଙ୍କୁ ଜଳପରୀ ବୋଲି କହୁଛନ୍ତି ।

ସୋନ୍ୟା ଅଯୋଧ୍ୟାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବା ତ ସେ ୨୦୧୯ରେ ତାଙ୍କ ପ୍ରେମିକଙ୍କୁ ବିବାହ କରିଥିଲେ ।

   Related Posts