ସୁଇମିଂ ପୁଲ୍‌ରେ ଚିଲ୍ କରୁଛନ୍ତି କସୌଟି ଫେମ୍ ଅଭିନେତ୍ରୀ ସୋନ୍ୟା, ସୋସିଆଲ୍ ମିଡିଆରେ ନିଆଁ ଲଗାଉଛି ଫଟୋ

Published By : Prameya-News7 Bureau | May 01, 2021 IST

ମୁମ୍ବାଇ ୧।୫: ଏକତା କପୁରଙ୍କ ଟିଭି ସିରିଏଲ କସୌଟି ଜିନ୍ଦେଗୀ କି-୨ ରେ ତନଭୀ ବଜାଜ ଏବଂ ନଜରରେ ରୁବି ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରି ଅଭିନେତ୍ରୀ ସୋନ୍ୟା ଅଯୋଧ୍ୟା  ଚର୍ଚ୍ଚାରେ ରହିଛନ୍ତି । ସୋନ୍ୟା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ତାଙ୍କ ଫ୍ୟାନ୍ସଙ୍କ ସହ ଟଚ୍ ରେ ରହିଥାନ୍ତି । ସୋନ୍ୟା ଅଯୋଧ୍ୟା ବୋଲ୍ଡ ଏବଂ ସୁନ୍ଦର ଅନ୍ଦାଜ ପାଇଁ ସବୁବେଳେ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଥାନ୍ତି । ପୁଣି ଥରେ ସୋନ୍ୟା ସେଭଳି କିଛି ଅନ୍ଦାଜରେ ନଜର ଆସିଛନ୍ତି ।

{"id":447114,"width":749,"height":930,"sizeSlug":"large","linkDestination":"none"}

ସୋନ୍ୟା ଅଯୋଧ୍ୟା ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ସେୟାର କରିଛନ୍ତି, ଯାହା ଦ୍ରୁତ ଗତିରେ ଭାଇରାଲ୍ ହେବାରେ ଲାଗିଛି ।

{"id":447115,"width":751,"height":941,"sizeSlug":"large","linkDestination":"none"}

ଏହି ଫଟୋଗୁଡିକରେ ସୋନ୍ୟା ପୁଲ୍ ରେ ଚିଲ୍ କରୁଥିବା ଦେଖିବାକୁ ମିଳିଛି । ଯେଉଁଥିରେ ତାଙ୍କ ଆନ୍ଦାନ ଦେଖିବାକୁ ମିଳିଛି ।

{"id":447116,"width":750,"height":948,"sizeSlug":"large","linkDestination":"none"}

ଅଭିନେତ୍ରୀଙ୍କ ଫ୍ୟାନ୍ସ ଏହି ଫଟୋଗୁଡିକରେ କମେଣ୍ଟ ଦେଉଛନ୍ତି ଏବଂ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି ।

{"id":447117,"width":752,"height":946,"sizeSlug":"large","linkDestination":"none"}

ନିଜ ବୋଲ୍ଡ ଲୁକ୍ ପାଇଁ ଫେମସ ସୋନ୍ୟା ଅଯୋଧ୍ୟା ଏହି ଫଟୋରେ ବହୁତ ଭଲ ପୋଜ୍ ଦେଉଥିବାର ଦେଖିବାକୁ ମିଳିଛି ।

{"id":447118,"width":749,"height":947,"sizeSlug":"large","linkDestination":"none"}

ସୋନ୍ୟା ଅଯୋଧ୍ୟାଙ୍କ ଏହି ଫଟୋସୁଟ୍ ତାଙ୍କ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସୁଛି ।

{"id":447119,"width":749,"height":928,"sizeSlug":"large","linkDestination":"none"}

ସେ ଏକ କଳା ରଙ୍ଗର ସ୍ବିମ୍ ସୁଟ୍ ରେ ବହୁତ ସୁନ୍ଦର ଦେଖାଯାଉଛନ୍ତି । କମେଣ୍ଟରେ ସୋନ୍ୟା ଅଯୋଧ୍ୟାଙ୍କ ଫ୍ୟାନ୍ସ ତାଙ୍କୁ ଜଳପରୀ ବୋଲି କହୁଛନ୍ତି ।

{"id":447120,"width":750,"height":929,"sizeSlug":"large","linkDestination":"none"}

ସୋନ୍ୟା ଅଯୋଧ୍ୟାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବା ତ ସେ ୨୦୧୯ରେ ତାଙ୍କ ପ୍ରେମିକଙ୍କୁ ବିବାହ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.