Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ଇସ୍କବାଜ ଫେମ୍ ଅଭିନେତ୍ରୀ ଶ୍ରେନୁ ପାରିଖଙ୍କୁ କରୋନା : ହସ୍ପିଟାଲରେ ଭର୍ତ୍ତି

15/07/2020 at 11:30 AM

ମୁମ୍ବାଇ ୧୫/୭: ଟିଭି ଅଭିନେତ୍ରୀ ଶ୍ରେନୁ ପାରିଖ କରୋନାରେ ସଂକ୍ରମିତ ଜଣା ପଡ଼ିଛନ୍ତି। ସେ ନିଜେ ସୋସିଆଲ୍ ମିଡିଆରେ ଏହାର ସୂଚନା ଦେଇଛନ୍ତି। ଶ୍ରେନୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି ଯେ ସେ କିଛି ଦିନ ତଳେ କରୋନାରେ ସଂକ୍ରମିତ ହୋଇଥିଲେ। ସେ ହସ୍ପିଟାଲରେ ଅଛନ୍ତି ଏବଂ ରିକଭର୍ ହେଉଛନ୍ତି।

ଶ୍ରେନୁ ଲେଖିଛନ୍ତି- କିଛି ଦିନ ତଳେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ଏବେ ସେ ହସ୍ପିଟାଲରେ ରିକଭର ହେଉଛନ୍ତି। ତାଙ୍କୁ ଏବଂ ତାଙ୍କ ପରିବାର ପାଇଁ ପ୍ରାର୍ଥନା କରନ୍ତୁ। ସେ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଉଛନ୍ତି,ଯେଉଁମାନେ ଏଭଳି ସଙ୍କଟ ସମୟରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି।

ଶ୍ରେନୁ କ୍ୟାପସନରେ ଲେଖିଛନ୍ତି- ଏବେ ସାବଧାନତା ଅବଲମ୍ବନ କରିବା ସତ୍ବେ ଯଦି ଆପଣଙ୍କୁ ଏହା ହୋଇଯାଏ ତେବେ ଏହି ଅଦୃଶ୍ୟ ରାକ୍ଷସର ଶକ୍ତିର ଅନ୍ଦାଜା ଲଗାନ୍ତୁ,ଯାହା ସହ ଆମେ ଲଢ଼େଇ କରୁଛୁ… ପ୍ଲିଜ ପୂରା ସାବଧାନ ରୁହନ୍ତୁ ଏବଂ ନିଜକୁ ବଞ୍ଚାନ୍ତୁ।

ଶ୍ରେନୁ ପାରେଖ ଶୋ ଭ୍ରମ…ସର୍ବଗୁଣ ସମ୍ପନ୍ନରେ ନଜର ଆସିଥିଲେ। ଏହି ଶୋ କୁ ନେଇ ଅନେକ ବଜ ଥିଲା କିନ୍ତୁ ଶୋ କୁ ଏତେ ପରିଚୟ ମିଳିପାରିନଥିଲା। ଧାରାବାହିକକୁ କିଛି ସମୟ ମଧ୍ୟରେ ହିଁ ବନ୍ଦ କରିବାକୁ ପଡ଼ିଥିଲା। ଏହି ଶୋ ରେ ସେ ନେଗେଟିଭ ରୋଲରେ ଥିଲେ। ଶ୍ରେନୁ ଇଶ୍କବାଜ,ଇସ ପ୍ୟାର କୋ କ୍ୟା ନାମ ଦୁଁ,ଦିଲ ବୋଲେ ଓବେରୟ,ବ୍ୟାହ ହମାରି ବହୂ କା ଭଳି ଶୋ ରେ ନଜର ଆସି ସାରିଛନ୍ତି। ଶ୍ରେନୁଙ୍କ ଅଭିନୟକୁ ଖୁବ୍ ପସନ୍ଦ କରାଯାଇଥାଏ।


   Related Posts