ଶର୍ଲିନ ଚୋପ୍ରା ଖାସ ଅନ୍ଦାଜରେ କଲେ ଭାରତୀୟ ଟିମକୁ ସମର୍ଥନ : ସେୟାର କଲେ ସେକ୍ସି ଭିଡିଓ

Published By : Prameya-News7 Bureau | July 10, 2019 IST

ମୁମ୍ବାଇ ୧୦/୮: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚରେ ବିଶ୍ବବ୍ୟାପି କ୍ରିକେଟ ପ୍ରଶଂସକଙ୍କ ନଜର ରହିଛି। ଭାରତୀୟ କ୍ରିକେଟ ପ୍ରେମୀ ଚାହଁନ୍ତି ଏଥର ଭାରତୀୟ ଟିମ୍ ବିଶ୍ବକପ୍ ଜିତି ଭାରତ ଫେରୁ। ଲୋକପ୍ରିୟ ଅଭିନେତ୍ରୀ ଶର୍ଲିନ୍ ଚୋପ୍ରା ମଧ୍ୟ ଭାରତୀୟ ଟିମକୁ ସମର୍ଥନ କରିଛନ୍ତି।

wp:core-embed/instagram {"url":"https://www.instagram.com/p/Bzsa2-qhM8k/?utm_source=ig_embed\u0026utm_campaign=embed_video_watch_again","type":"rich","providerNameSlug":"instagram","className":""}
https://www.instagram.com/p/Bzsa2-qhM8k/?utm_source=ig_embed&utm_campaign=embed_video_watch_again
/wp:core-embed/instagram

ଶର୍ଲିନ ଚୋପ୍ରା ସେକ୍ସି ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଶର୍ଲିନ ନୀଳ ରଙ୍ଗର ଜର୍ସି ପିନ୍ଧିଛନ୍ତି ଏବଂ ରାପ୍ କରୁଥିବା ଦେଖାଯାଇଛି। ଏହି ଭିଡିଓରେ ଶର୍ଲିନ୍ ଭାରତ ନ୍ୟୁଜିଲାଣ୍ଡଠୁ ଜିତିବା କଥା କହୁଛନ୍ତି ଏବଂ ଏହା ମଧ୍ୟ କହୁଛନ୍ତି ଯେ ଫାଇନାଲରେ ଭାରତ ବିଜୟୀ ହେବ ଏବଂ ବିଶ୍ବ କପ୍ ଭାରତକୁ ଆସିବ।

{"id":132237}

ଇନଷ୍ଟାଗ୍ରାମରେ ଶର୍ଲିନ ଚୋପ୍ରାଙ୍କ ଏହି ଭିଡିଓ ଭାଇରାଲ ହୋଇଛି। ଏବେ ଯାଏଁ ଏହି ଭିଡିଓକୁ ୨ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି। ଲୋ​‌କେ ଏହି ଭିଡିଓକୁ ଦେଖି ନିଜର ପ୍ରତିକ୍ରିୟା ରଖୁଛନ୍ତି। ଏହା ଶର୍ଲିନଙ୍କ ବୋଲ୍ଡ ଭିଡିଓ ସେୟାର କରିବା ପ୍ରଥମ ଭିଡିଓ ନୁହେଁ। ସେ ପ୍ରାୟତଃ ଇନଷ୍ଟାଗ୍ରାମରେ ତାଙ୍କର ବୋଲ୍ଡ ଭିଡିଓ ସେୟାର କରୁଥାଆନ୍ତି।

{"id":132238}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.