Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ରାଣୀ ପରେ ରାନୀ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ପହଁଞ୍ଚି ଯାଉଛନ୍ତି ଘରେ, ବଢ଼ାଉଛନ୍ତି ସହଯୋଗର ହାତ

13/10/2020 at 6:26 PM

ଭୁବନେଶ୍ବର୧୩/୧୦: ରାଣୀ ପଣ୍ଡାଙ୍କ ପରେ ଅସହାୟ ଲୋକଙ୍କ ସହଯୋଗର ହାତ ବଢ଼ାଇଲେ ଅଭିନେତ୍ରୀ ରାନୀ ପ୍ରିୟଦର୍ଶନୀ।

୨ ମୁସଲିମ୍ ଭଉଣୀଙ୍କ ମୁହଁରୁ ଅନର୍ଗଳ ବେଦ ଉଚ୍ଚାରଣର ଭିଡ଼ିଓ ଭାଇରାଲ୍‌ ହେବା ପରେ ଦୁଇ ଭଉଣୀଙ୍କୁ ସହଯୋଗ କରିଛନ୍ତି ଅଭିନେତ୍ରୀ ରାନୀ।

ସମଜନ୍ ଖାତୁନଙ୍କ ପ୍ରତିଭା ଦେଖି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ସିନେମା କଳାକାର ରାନୀ ପ୍ରିୟଦର୍ଶିନୀ ।

ପରିବାରରେ ଶୋଚନୀୟ ଆର୍ଥିକ ଅବସ୍ଥା ଥିଲେ ମଧ୍ୟ ବେଦ ଏବଂ ଅନ୍ୟାନ୍ୟ ଭଜନ ପ୍ରତି ତାଙ୍କ ଆଗ୍ରହ ଦେଖି ସହାୟତାର ହାତ ବଢାଇଲେ ଅଭିନେତ୍ରୀ ରାନୀ  ପ୍ରିୟଦର୍ଶିନୀ।

ଏହା ୨ ଭଉଣୀଙ୍କକୁ  ନୂଆ ସାଇକେଲଟେ ବର୍ଷା ତାଙ୍କୁ ଦେଇଛନ୍ତି। ଏହାସ ୨ ଭଉଣୀ ପଢିବା ପାଇଁ ବହି ଯୋଗାଇଦେଇ ମାନବିକତା ଦେଖାଇଲେ ଅଭିନେତ୍ରୀ ରାନୀ।

ସେହିପରି କିଛିଦିନ ପୂର୍ବରୁ ଜଣେ କର୍କଟ ରୋଗୀଙ୍କ ସହାୟତାର ହାତ ବଢ଼ାଇଥିଲେ ରାନୀ। ତାଙ୍କର ଏଭଳି କାର୍ଯ୍ୟ ଦେଖି ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଇଛି।

   Related Posts