ସୁଇମିଂ ପୁଲ୍‌ ଭିତରେ ବାର୍ଥ ଡେ' କେକ୍‌ କାଟିଲେ ଅଭିନେତ୍ରୀ…ବୋଲ୍ଡ ଲୁକ୍‌ ସହ ସେକ୍ସି ପୋଜ୍ ଭାଇରାଲ

Published By : Prameya-News7 Bureau | December 22, 2019 IST

ମୁମ୍ବାଇ୨୨|୧୨: ଟିଭି ଇଣ୍ଡଷ୍ଟ୍ରିର ଚର୍ଚ୍ଚିତା ଅଭିନେତ୍ରୀ କରିସ୍ମା ତନ୍ନା ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି। ଅଧିକାଂଶ ସମୟରେ ସେ ନିଜ ବୋଲ୍ଡ ଫଟୋ ପାଇଁ ଚର୍ଚ୍ଚାରେ ରୁହନ୍ତି। କେବଳ ଟେଲିଭିଜନ ନୁହେଁ, ସେ ବଲିଉଡ୍‌ରେ ମଧ୍ୟ ନଜର ଆସିସାରିଛନ୍ତି।

{"id":200957,"sizeSlug":"large"}

ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପ୍ରୟାସରେ ଅଛନ୍ତି ଏହି ଅଭିନେତ୍ରୀ। ଗତ କାଲି କରିସ୍ମା ନିଜର ୩୬ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ନିଜର କିଛି ଫଟୋକୁ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି।

{"id":200969,"width":508,"height":718,"sizeSlug":"large"}

 ଅଭିନେତ୍ରୀ କରିସ୍ମା ତନ୍ନା ସୋସିଆଲ ମିଡିଆରେ ନିଜ ହଟ୍‌ ଫଟୋ ସେୟାର କରି ବେଶ ଚର୍ଚ୍ଚାରେ ଅଛନ୍ତି। ଏହି ଫଟୋରେ କରିସ୍ମା ନିଜ ହଟ୍‌ ଫିଗର ଦେଖାଇଛନ୍ତି। ଫଟୋରେ କରିସ୍ମା ନିଜ ବର୍ଥଡେ କେକ୍‌ କାଟୁଥିବାର ଦେଖାଯାଇଛନ୍ତି। ଏଥର କରିସ୍ମା ସୁଇମିଂ ପୁଲ୍‌ ଭିତରେ କେକ୍‌ କାଟିଛନ୍ତି।

{"id":200963,"width":588,"height":535,"sizeSlug":"large"}

ଫଟୋଗୁଡ଼ିକରେ କରିସ୍ମା ବୋଲ୍ଡ ଲୁକ୍‌ରେ ନଜର ଆସିଛନ୍ତି। ଅଲଗା ଅଲଗା ପୋଜ୍‌ରେ ଫଟୋଶୁଟ୍‌ ହୋଇଛି। କରିସ୍ମା ଫଟୋଗୁଡ଼ିକୁ ସେୟାର କରି କ୍ୟାପ୍‌ସନରେ, 'ହାପି ବାର୍ଥ ଡେ ଟୁ ମି' ଲେଖିଛନ୍ତି । କରିସ୍ମା ଏଥର ନିଜ ଜନ୍ମଦିନ ଅବସରରେ ମାଳଦ୍ୱୀପ ବୁଲିବାକୁ ଯାଇଛନ୍ତି।

{"id":200967,"width":582,"height":789,"sizeSlug":"large"}

ସେଠାରେ ସେ ନିଜ ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ୍‌ କରିଛନ୍ତି। କରିସ୍ମାଙ୍କୁ ସମସ୍ତେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସୁଇମିଂ ପୁଲ୍‌ ଭିତରେ ବୋଲ୍ଡ ଅନ୍ଦାଜରେ କରିସ୍ମା ବାର୍ଥ ଡେ' ସେଲିବ୍ରେଶନ କରିଛନ୍ତି। ଏହା ପ୍ରଶଂସକ ଖୁବ୍‌ ପସନ୍ଦ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.