Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡ ଘରେ ‘ଭିନେ’ କଳି : ହିନ୍ଦୁଜା ୪ ଭାଇଙ୍କ ସମ୍ପର୍କରେ ଆତ୍ମୀୟ ବାଧକ, ମାମଲା କୋର୍ଟରେ
  • ||
  • କାନପୁର ଟେଷ୍ଟ : କିଓ୍ୱି ବୋଲରଙ୍କ ଦମଦାର ବୋଲିଂ, ପ୍ରଥମ ଇନିଂସରେ ଭାରତ ୩୪୫ରେ ଅଲଆଉଟ୍
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ, ନିରାଶ କଲେ ରିଦ୍ଧିମାନ ଶାହ ଓ ଅକ୍ଷର ପଟେଲ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୧୯ କରୋନା ସଂକ୍ରମିତ, ୧୦୪୮୨୨୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଜନ୍ମହେଲା ୨ ମୁଣ୍ଡିଆ ଶିଶୁ, ହସ୍ପିଟାଲରେ ଛାଡି ଫେରାର ହୋଇଗଲେ ବାପା-ମାଆ
  • ||
  • ମାତିଲେ ଝାଡଖଣ୍ଡୀ ହାତୀପଲ, ନଷ୍ଟକଲେ ଧାନ ଫସଲ
  • ||
  • ଟ୍ରକ୍ ସହ ଧକ୍କା ହେଲା କିଙ୍ଗଫିସର ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍, ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଅପରେସନ ନୀଳ ଜହର : ୧୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଦମଦାର ବ୍ୟାଟିଂ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ
  • ||

ବିକିନି ଲୁକ୍‌ରେ ହଟ୍ କାଜଲ ଅଗ୍ରଓ୍ବାଲଙ୍କ ଫଟୋ ଭାଇରାଲ, ସେୟାର କଲେ ବୋଲ୍ଡ ଫଟୋ

23/12/2019 at 11:53 AM

ମୁମ୍ବାଇ୨୩|୧୨:ସୁନ୍ଦରୀ ତଥା ଚୁଲ୍‌ବୁଲି ଅଭିନେତ୍ରୀ କାଜଲ୍ ଅଗ୍ରଓ୍ବାଲ୍ ଉଭୟ ସାଉଥ ଓ ବଲିଉଡ ଫିଲ୍ମରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। କାଜଲ ସାଉଥ ଇଣ୍ଡଷ୍ଟ୍ରିରେ ରାଜ କରନ୍ତି। ଟପ୍‌ ଅଭିନେତ୍ରୀ ମଧ୍ୟରୁ ଜଣେ ହେଉଛନ୍ତି କାଜଲ ଅଗ୍ରୱାଲ। କାଜଲ୍ ଅଗ୍ରଓ୍ବାଲ୍ ଦେଖିବା ପାଇଁ ଖୁବ୍‌ ସୁନ୍ଦର । ସାଉଥ୍ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ଏବେ ଫିଲ୍ମ ଇଣ୍ଡିୟାନ-୨ର ଶୁଟିଂରେ ବ୍ୟସ୍ତ ଅଛନ୍ତି।

ଏହି ଚଳଚ୍ଚିତ୍ରରେ ସାଉଥ୍ ସୁପରଷ୍ଟାର କମଲ ହାସନ ମୁଖ୍ୟ ଭୂମିକାରେ ନଜର ଆସିବେ। ୨୦୨୦ ମସିହାରେ ଏହି ଫିଲ୍ମ ରିଲିଜ୍ ହେବ। ହଟ୍‌ ଅଭିନେତ୍ରୀ କାଜଲ ଏବେ ମାଲଦ୍ବୀପରେ ଛୁଟି କାଟୁଛନ୍ତି। କାଜଲ ନିଜର ମାଲଦ୍ବୀପ ଟ୍ରିପର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ଫଟୋ ଗୁଡିକରେ କାଜଲ ଖୁବ୍‌ ଏନ୍‌ଜୟ୍‌ କରିବାରେ ନଜର ଆସୁଛନ୍ତି। କାଜଲ ବିକିନିରେ ବହୁତ ହଟ୍‌ ଲାଗୁଛନ୍ତି। ଏହା ସହ ସେ ଖୁବ୍ ସୁନ୍ଦର ମଧ୍ୟ ଲାଗୁଛନ୍ତି। କାଜଲ ଏକ ବେଲୁନ ଉପରେ ବସି ସମୁଦ୍ର ଲହରୀର ଆନନ୍ଦ ନେଉଛନ୍ତି।

କାଜଲ ସବୁବେଳେ ତାଙ୍କର ପ୍ରଫେସନାଲ ଓ ପର୍ସନାଲ ଲାଇଫକୁ ଅଲଗା ଅଲଗା ରଖନ୍ତି। କାମ କରିବା ସହ କାଜଲ ନିଜ ପରିବାର ସହ ସମୟ ବିତାଇବାକୁ ଭୁଲନ୍ତି ନାହିଁ। ଏହା ପୂର୍ବରୁ ମଧ୍ୟ କାଜଲ ନିଜର ଟ୍ରିପର ଅନେକ ଫଟୋ ସେୟାର କରିସାରିଛନ୍ତି।

ନିଜ ଫ୍ୟାନ୍ସଙ୍କ ପାଇଁ ଭିନ୍ନ ଭିନ୍ନ ଅନ୍ଦାଜରେ ପୋଜ୍ ଦେଇଥିବା ଫଟୋ ମଧ୍ୟ ସେୟାର କରିଛନ୍ତି କାଜଲ । ଦର୍ଶକମାନେ ମଧ୍ୟ ତାଙ୍କର ଏହି ଫଟୋକୁ ବହୁତ ପସନ୍ଦ କରିଛନ୍ତି।  

   Related Posts