ଓଡିଶା ଟେଲିଭିଜନ କଳାକାର ଆସୋସିଏସନ ପକ୍ଷରୁ ଅଭିନେତ୍ରୀ ଦୀପାଙ୍କୁ ଆର୍ଥିକ ସହାୟତା

Published By : Prameya-News7 Bureau | July 01, 2020 IST

ଭୁବନେଶ୍ୱର, ୦୧|୦୭:  ଓଡିଶା ଟେଲିଭିଜନ କଳାକାର ଆସୋସିଏସନ ବା OTAA) ପକ୍ଷରୁ ଏମ୍ସରେ  ଚିକିତ୍ସିତ ହେଉଥିବା ଅଭିନେତ୍ରୀ ଦୀପା ସାହୁଙ୍କୁ ଆର୍ଥିକ ସାହାଯ୍ୟ କରାଯାଇଛି ।

{"id":294539,"width":684,"height":384,"sizeSlug":"large"}

 ଅଭିନେତ୍ରୀ ଦୀପା ଗତ ଏକ ବର୍ଷ ହେବ ଗର୍ଭାଶୟ କର୍କଟରେ ପୀଡ଼ିତ ଅଛନ୍ତି । ବର୍ତ୍ତମାନ ସେ କ୍ୟାନସରର ଥାର୍ଡ ଷ୍ଟେଜ୍‌ରେ ରହିଛନ୍ତି । ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହିତ ସେ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.