Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଟ୍ବିଟ୍‌ରକୁ ପୁଣି ଫେରିଲେ ଅପସରା ରାଣୀ, ସେୟାର କଲେ ଫଟୋ

18/10/2020 at 8:40 PM

ଭୁବନେଶ୍ବର୧୮/୧୦: ସୋସିଆଲ ମିଡିଆ ଟ୍ବିଟ୍‌ରକୁ ପୁଣି ଫେରିଲେ ବଲିଉଡ୍‌ ଅଭିନେତ୍ରୀ ଅପସରା ରାଣୀ। ଗତ ଅଗଷ୍ଟ ମାସରେ ଟ୍ବିଟ୍‌ର ଅପସରା ରାଣୀଙ୍କ ଆକାଉଣ୍ଟକୁ ସସ୍‌ପେଣ୍ଡ କରିଥିଲା। ତଥାପି ଇନ୍‌ଷ୍ଟାଗ୍ରାମ ଓ ସୋସିଆଲ ମିଡିଆର ଅନ୍ୟ ସାଇଟ୍‌ରେ ସକ୍ରିୟ ଥିଲେ ଅପସରା। ବର୍ତ୍ତମାନ ଟ୍ବିଟ୍‌ରେ ନୂଆ ଆକାଉଣ୍ଟ ତିଆରି କରିଛନ୍ତି ଅପସରା।

ଏବେ ନୂଆ ଆକାଉଣ୍ଟ କ୍ରିଏଟ୍ କରି ସାଉଥ୍‌ ଷ୍ଟାର ରବି ତେଜାଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି ଅପସରା। ଟ୍ବିଟ୍‌ରରେ ସକ୍ରିୟ ନଥିଲେ ବି ଇନ୍‌ଷ୍ଟାଗ୍ରାମରେ ତାଙ୍କର ସୁଟିଂ ସେଟ୍‌ର ସମସ୍ତ ଫଟୋ ପୋଷ୍ଟ  କରୁଥିଲେ ଅପସରା। ଗତକିଛି ଦିନ ତଳେ ବଲିଉଡ୍‌ ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କ ସହ ତାଙ୍କର ଡ୍ୟାନ୍ସ ଭିଡିଓ ସେୟାର କରିଥିଲେ। ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ଡେଞ୍ଜରସ୍‌ର ସୁଟିଂ ଗୋଆରେ ଚାଲିଛି।

   Related Posts