Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

ଲକ୍ ଡାଉନ୍‌ରେ ଫସିଲେ, ଘରକୁ ଫେରି ପାରୁନାହାନ୍ତି ଜ୍ୟାକି ଶ୍ରଫ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍…

4/04/2020 at 5:40 PM

ମୁମ୍ବାଇ ୪।୪: ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା । ବିଶ୍ବବ୍ୟାପୀ ଏହି କରୋନା ମହାମାରୀ ଆତଙ୍କ ସୃଷ୍ଟି କରିବାରେ ଲାଗିଛି । ଦେଶରେ ମଧ୍ୟ କରୋନା ଭାଇରସ୍ ସଂକ୍ରମିତଙ୍କ ଦିନକୁ ଦିନ ବଢି ବଢି ଚାଲିଛି । ସେହିଭଳି କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି ।

କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଭାରତରେ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଯାହା ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏଥିପାଇଁ ବିମାନ ଉଡାଣ, ଟ୍ରେନ୍ ଚଳାଚଳ, ବସ୍ ଚଳାଚଳ ସହ ଅନ୍ୟ ଯାନବାହାନ ଚଳାଚଳ ଉପରେ ମଧ୍ୟ କଟକଣା ଲଗାଯାଇଛି । ଯାନବାହାନ ଚଳାଚଳ ବନ୍ଦ ଥିବା ଯୋଗୁଁ ଅନେକ ଲୋକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । କିଛି ଲୋକ ନିଜ ନିଜ ଘରକୁ ମଧ୍ୟ ଫେରିପାରୁନାହାନ୍ତି ।

ଏହି ଲକ୍ ଡାଉନ୍ ବେଳେ ଅଭିନେତା ଜ୍ୟାକି ଶ୍ରଫ୍ ଫସି ରହିଛନ୍ତି । ସେ ପୁଣେ-ମୁମ୍ବାଇ ମଧ୍ୟରେ ଫସିଯାଇଛନ୍ତି । ଲକ୍ ଡାଉନ୍ ରେ ଜ୍ୟାକିଙ୍କ ପରିବାର ମୁମ୍ବାଇରେ ରହିଛନ୍ତି । କିନ୍ତୁ ଜ୍ୟାକି ସେଠାରେ ଫସିରହିଛନ୍ତି । ବର୍ତ୍ତମାନ ସମୟରେ ଜ୍ୟାକିଙ୍କ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । କରୋନା ମୁକାବିଲା ନେଇ ସେ ଭିଡିଓ ପ୍ରସ୍ତୁତ କରିଛନ୍ତି । ତାଙ୍କ ଭିଡିଓରେ ସେ ଦେଶବାସୀଙ୍କୁ ସୁରକ୍ଷିତ ଏବଂ ନିରାପଦ ରହିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି ।ତେବେ ଜ୍ୟାକିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ।

ଭାଇରାଲ୍ ହେଉଥିବା ଭିଡିଓରେ ଅଭିନେତା ଜ୍ୟାକି ଶ୍ରଫ କହୁଛନ୍ତି, “ମୁଁ ମଧ୍ୟ ମୁମ୍ବାଇ-ପୁଣେ ମଧ୍ୟରେ ଫସିରହିଛି । ବେବି ଟାଇଗର-କ୍ରିଷ୍ଣା ଏବଂ ଆୟେଶା ମୋ ଲେଡି ମୁମ୍ବାଇରେ ରହିଛନ୍ତି । ମୁଁ ବସିଛି, ବିଡୁ । ପାସ୍ ତିଆରି କରି ଯାଇପାରିବି । ଶାନା ହୋଇପାରିବି । କିନ୍ତୁ ନା ମୁଁ ପାଗଳ କି ? ପାଗଳ କୁକୁର ମୋତେ କାମୁଡିଛି କି ? ଅନ୍ୟଥା କହି ନାହାଁନ୍ତି । ସମସ୍ତେ ଘରେ ବସ ।”

ଦେଖନ୍ତୁ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଜ୍ୟାକି ଶ୍ରଫଙ୍କ ଏହି ଭିଡିଓ…

   Related Posts