ଭୁଲ ମୂଲ୍ୟାୟନ ପାଇଁ ଦଣ୍ଡ: ୧୩୦ ଶିକ୍ଷକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | June 29, 2018 IST

ସିବିଏସ୍ଇ ଦଶମ ଏବଂ ଦ୍ବାଦଶ ପରୀକ୍ଷାରେ ମୂଲ୍ୟାୟନ ତ୍ରୁଟି ନେଇ ଆକ୍ସନ... ଦେଶର ୧୩୦ ଶିକ୍ଷକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ... ପାଟନାରୁ ସର୍ବାଧିକ ୪୫, ଭୁବନେଶ୍ବର ଜୋନରୁ ଅଛନ୍ତି ୭ ଶିକ୍ଷକ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.