Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବେଆଇନ ମଦକୁ ବିରୋଧ କରିବାରୁ ପୂରା ପରିବାର ଉପରେ ହୋଇଥିଲା ଏସିଡ ଆଟାକ; ଶୁଣୁନି ସ୍ଥାନୀୟ ପୋଲିସ, ରାଜଧାନୀରେ ନ୍ୟାୟ ମାଗିଲେ ପିଡୀତ

9/09/2019 at 8:11 PM

ଭୁବନେଶ୍ବର୯|୯: ନ୍ୟାୟ ପାଇଁ ରାଜଧାନୀରେ ଡେରା। ଶୁଣୁନି  ସ୍ଥାନୀୟ ପୋଲିସ ।  ୨୦୧୮ରେ ଏସିଡ   ଆକ୍ରମଣର ଶିକାର ହୋଇଥିବା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଳକ ପାଟଳିପଙ୍କ ଗାଁର ହିମାଂଶୁ  ବାରିକ ଓ ତାଙ୍କ ପରିବାର ଲୋକେ ନ୍ୟାୟ ପାଇବାକୁ ରାଜଧାନୀ ଆସିଛନ୍ତି।   

ବେଆାଇନ ମଦ  କାରବାର ନେଇ ପ୍ରତିବାଦ କରିବାରୁ  କିଛି ଦୁବୃତ୍ତି ତାଙ୍କ    ତାଙ୍କପରିବାର ଲୋକଙ୍କ ଉପରେ ଏସିଡ  ଅକାମ୍ରଣ କରିଥିଲେ । ସ୍ଥାନୀୟ ପୋଲିସ  ମାମଲାକୁ ରଫଦଫା କରିବାକୁ  ଚେଷ୍ଟା  କରୁଥିବା ଅଭିଯୋଗ ହୋଇଛି।

 ଏହି ଘଟଣାରେ ହିମାଂଶୁ ଦୃଷ୍ଟିଶକ୍ତି ହରାଇବା ସହ ତାଙ୍କ ମୁହଁ ଓ  ଆଖି ପତା ନଷ୍ଟ ହୋଇ ଯାଇଛି।   ଏହି ଘଟଣାରେ ତାଙ୍କୁ ଓ ତାଙ୍କପରିବାର ଲୋକଙ୍କୁ ନ୍ୟାୟ ସହ ଆର୍ଥକ ସହାୟତା ଯୋଗାଇ ଦେବାକୁ ପରିବାର ଲୋକ ଦାବି କରିଛନ୍ତି। ଏହା ସହ ଏହି ଘଟଣାରେ କ୍ରାଇମ ବ୍ରାଞ୍ଚ ତଦନ୍ତ କରିବାକୁ ଦାବି  କରିଛନ୍ତି।

   Related Posts