ବେଆଇନ ମଦକୁ ବିରୋଧ କରିବାରୁ ପୂରା ପରିବାର ଉପରେ ହୋଇଥିଲା ଏସିଡ ଆଟାକ; ଶୁଣୁନି ସ୍ଥାନୀୟ ପୋଲିସ, ରାଜଧାନୀରେ ନ୍ୟାୟ ମାଗିଲେ ପିଡୀତ

Published By : Prameya-News7 Bureau | September 09, 2019 IST

ଭୁବନେଶ୍ବର୯|୯: ନ୍ୟାୟ ପାଇଁ ରାଜଧାନୀରେ ଡେରା। ଶୁଣୁନି  ସ୍ଥାନୀୟ ପୋଲିସ ।  ୨୦୧୮ରେ ଏସିଡ   ଆକ୍ରମଣର ଶିକାର ହୋଇଥିବା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଳକ ପାଟଳିପଙ୍କ ଗାଁର ହିମାଂଶୁ  ବାରିକ ଓ ତାଙ୍କ ପରିବାର ଲୋକେ ନ୍ୟାୟ ପାଇବାକୁ ରାଜଧାନୀ ଆସିଛନ୍ତି।   

{"id":155448}

ବେଆାଇନ ମଦ  କାରବାର ନେଇ ପ୍ରତିବାଦ କରିବାରୁ  କିଛି ଦୁବୃତ୍ତି ତାଙ୍କ    ତାଙ୍କପରିବାର ଲୋକଙ୍କ ଉପରେ ଏସିଡ  ଅକାମ୍ରଣ କରିଥିଲେ । ସ୍ଥାନୀୟ ପୋଲିସ  ମାମଲାକୁ ରଫଦଫା କରିବାକୁ  ଚେଷ୍ଟା  କରୁଥିବା ଅଭିଯୋଗ ହୋଇଛି।

{"id":155449}

 ଏହି ଘଟଣାରେ ହିମାଂଶୁ ଦୃଷ୍ଟିଶକ୍ତି ହରାଇବା ସହ ତାଙ୍କ ମୁହଁ ଓ  ଆଖି ପତା ନଷ୍ଟ ହୋଇ ଯାଇଛି।   ଏହି ଘଟଣାରେ ତାଙ୍କୁ ଓ ତାଙ୍କପରିବାର ଲୋକଙ୍କୁ ନ୍ୟାୟ ସହ ଆର୍ଥକ ସହାୟତା ଯୋଗାଇ ଦେବାକୁ ପରିବାର ଲୋକ ଦାବି କରିଛନ୍ତି। ଏହା ସହ ଏହି ଘଟଣାରେ କ୍ରାଇମ ବ୍ରାଞ୍ଚ ତଦନ୍ତ କରିବାକୁ ଦାବି  କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.