Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ପରକୀୟା ପ୍ରେମ ସନ୍ଦେହ: ରାଉରକେଲାରେ ବିଧବା ମହିଳାଙ୍କୁ ଏସିଡ ମାଡ କଲେ ଆଉ ଜଣେ ବିବାହିତା ମହିଳା , ଏସିଡମାଡରେ ଗୁରୁତର ବିଧବା ହସପିଟାଲରେ ଭର୍ତ୍ତି

19/12/2018 at 9:26 PM

ରାଉରକେଲା୧୯\୧୨:ପରକୀୟା ପ୍ରେମ ସଂଦେହରେ ରାଉରକେଲାରେ ଜଣେ ବିଧବା ମହିଳାଙ୍କ ମୁହଁକୁ ଏସିଡ ମାଡ ହୋଇଛି । ଆଜି ସଂଧ୍ୟାରେରଉରକେଲା ଷ୍ଟେଶନ ଅଂଚଳରେ ଘଟିଛି ଏହି ଘଟଣା ।  ଏସିଡମାଡରେ ଗୁରୁତର ହୋଇଥିବା ବିଧବା ମହିଳାଙ୍କ ନାଁ ହେଲାଚନ୍ଦ୍ରକାନ୍ତି ମହାରଣା । ସବୁଠୁ ଆଶ୍ଚର୍ଯ୍ରକଥା ହେଲା ଏସିଡ ମାଡ କରିଛି ଆଉ ଜଣେ ମହିଳା । ଏସିଡ ମାଡ କରିଥିବା ମହିଳାଙ୍କ ନାଁ ହେଲା ମାନି କିରେଇ।

ସୂଚନାଯୋଗ୍ୟଯେ, ମାନୀ କିରେଇ ସଂଦେହ କରୁଥିଲେ ଯେ, ତାଙ୍କ ସ୍ବାମୀ କିଶାନ କିରେଇଙ୍କ ସହ ଚନ୍ଦ୍ରକାନ୍ତି ମହାରଣାଙ୍କଅବୈଧ ସମ୍ପର୍କ ରହିଛି । ମାନି ମଧ୍ୟ ଆଜି ସଂଧ୍ୟରେ ଖବର ପାଇଥିଲେ ଯେ, ତାଙ୍କ ସ୍ବାମୀ କିଶାନ ଓବିଧବା ମହିଳା ଚନ୍ଦ୍ରକାନ୍ତି ଷ୍ଟୋଶନ ନିକଟରେ ଏକାଠି ବୁଲୁଛନ୍ତି । ଏହି ଖବର ପାଇବାପରେ ମାନି ନାଇଟ୍ରିକଏସିଡ ଧରି ଷ୍ଟେଶନ ସମ୍ମୁଖ୍ରେ ପହଞ୍ଚିଥିଲେ । ସେଠାରେ ସ୍ବାମୀ ଓ ଚନ୍ଦ୍ରକାନ୍ତିଙ୍କୁ ଏକତ୍ର ଦେଖିବାପରେକିଛି କଥାବାର୍ତ୍ତା ନକରି ସିଧାସଳଖ ଚନ୍ଦ୍ରକାନ୍ତିଙ୍କ ମୁହଁ ଉପରକୁ ଏସିଡ ମାଡ କରିଥିଲେ । ଏସିଡମାଡରେ ଚନ୍ଦ୍ରକାନ୍ତି ଗୁରୁତର ଆହତ ହୋଇଥିଲେ । ଏଥି ଏିଟି ଛିଟିକି ସେହି ରାସ୍ତାରେ ଯାଉଥିବା ଜଣେଟ୍ରେନ ଯାତ୍ରୀଙ୍କ ଉପରେ ପଡିବାରୁ ସେ ମଧ୍ୟ ଆହତ ହୋଇଛନ୍ତି । ଆହତ ହୋଇଥିବା ଟ୍ରେନଯାତ୍ରୀଙ୍କ ନାଁହେଲା ଆନନ୍ଦ ମୁଶ୍ରମ । ଉଭୟ ଚନ୍ଦ୍ରକାନ୍ତି ଓ ଆନନ୍ଦଙ୍କୁ ଚିକିତ୍ସା ପାଇଁ ରାଉରକେଲା ସସରକାରୀଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆନନ୍ଦଙ୍କ ଅବସ୍ଥା ସାମାନ୍ୟ ଭଲ ଥିବାବେଳେ ଚନ୍ଦ୍ରକାନ୍ତିଙ୍କଅବସ୍ଥା ଗୁରୁତର ରହିଛି । ତେଣୁ ତାଙ୍କୁ ରାଉଲକେଲା ଆଇଜିଏଚକୁ ସ୍ଥାନାନ୍ତର ପାଇଁ ଡାକ୍ତରମାନେ ଯୋଜନାକରୁଛନ୍ତି ।

ଖବରପାଇବାପରେ ପୋଲିସ ଘଟଣାସ୍ଥଳରେ ପହଂଚି ମାନିକୁ ଥାନାକୁ ନେଇଯାଇଛି । ଥାନାରେ ଅଟକ ରଖି ମାନିକୁ ପୋଲିସ ଜେରା କରୁଛି । ସୂଚନାଯୋଗ୍ୟ ଯେ, ମାନିଙ୍କ ସ୍ବାମୀ କିଶାନ କିରେଇ ଜଣେ ଆଇନଜୀବୀ ।  

   Related Posts