ପାରିବାରିକ କଳହକୁ କେନ୍ଦ୍ର କରି ଆଠମଲ୍ଲିକରେ ଏସିଡ ମାଡ଼
19/11/2018 at 11:25 AM

ଅନୁଗୁଳ ୧୯/୧୧: ଠାକୁରଗଡ଼ ଥାନା ଅନ୍ତର୍ଗତ ରୁଡ଼ସିଙ୍ଗା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ଏସିଡ ମାଡ ହୋଇଛି। ଏସିଡ ମାଡରେ ଶୁକୁରୁ ମାଝି ନାମକ ବ୍ୟକ୍ତି ଗୁରୁତର ହୋଇଛି। ଗୁରୁତର ଅବସ୍ଥାରେ ଶୁକୁରଙ୍କୁ ଅନୁଗୁଳ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
Related Posts
ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
27 February 2021
କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍
27 February 2021
ରୋଷେଇ ସମୟରେ ଅଘଟଣ : ଦେହରେ ନିଆଁ ଲାଗି ଗର୍ଭବତୀ ମହିଳା ଗୁରୁତର
26 February 2021