Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ସଙ୍ଗରୋଧ କେନ୍ଦ୍ରରେ ଏସିଡ୍ ମାଡ଼

26/04/2020 at 7:00 PM

ରାୟଗଡ଼ା୨୬/୪: ରାୟଗଡା ଜିଲ୍ଲା କୁମ୍ଭିକଟା ସ୍ଥିତ ସଂଗରୋଧ କେନ୍ଦ୍ରରେ ଘଟିଛି ଅଭାବନୀୟ ଘଟଣା। କେନ୍ଦ୍ରରେ ଥିବା ଦୁଇଜଣ ବ୍ୟକ୍ତିଙ୍କ ମଧ୍ୟରେ ମାରପିଟ ଉଗ୍ରରୂପ ଧାରଣ କରିଛି। ଜଣେ ଆଉ ଜଣଙ୍କ ଉପରେ ଏସିଡ ଢାଳି ଗୁରୁତର ଆହତ କରାଇଛନ୍ତି। ଆହତ ବ୍ୟକ୍ତି ହେଲେ ଦୀଲିପ ସାହା। ବିଘ୍ନନ ସାହା ନାମକ ବ୍ୟକ୍ତି ଦୀଲିପଙ୍କୁ ଆକ୍ରମଣ କରି ହାତ ଭାଙ୍ଗି ଦେବା ସହ ଏସିଡ୍ ମାଡ଼ କରିଥିଲା। ଦୀଲିପଙ୍କ ମୁହଁ ଓ ଶରୀରର ଅନ୍ୟ କେତେକ ସ୍ଥାନରେ ଏସିଡ ଢଳା ଯାଇଛି। ଗୁରୁତର ଅବସ୍ଥାରେ ଦୀଲିପଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କର ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ଝାଡ଼ଖଣ୍ଡ ରାଜ୍ୟର ୮ ଜଣ ବ୍ୟକ୍ତି ଗତ ୧ ତାରିଖରେ ପୁଲିସ ହାତରେ ଧରାପଡି ସଂଗରୋଧ କେନ୍ଦ୍ରରେ ରହିଥିବା ସୂଚନା ମିଳିଛି। ଏହି ସମସ୍ତେ ସୂନା ଅଳଙ୍କାର ମରାମତି କାର୍ଯ୍ୟ କରନ୍ତି। ନିଜର ମରାମତି କାମରେ ବ୍ୟବହାର କରିବା ପାଇଁ ରହିଥିବା ଏସିଡ ଫିଙ୍ଗି ଦେଇଥିବା ଜଣାପଡିଛି।

   Related Posts